PM Narendra Modi condoles demise of former Israel President Mr. Shimon Peres
In former President Shimon Peres, we lost a key world leader and a friend of India: PM Modi

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଇସ୍ରାଏଲର ପୂର୍ବତନ ରାଷ୍ଟ୍ରପତି ମିଷ୍ଟର ସିମନ ପେରେସଙ୍କ ବିୟୋଗରେ ଇସ୍ରାଏଲବାସୀଙ୍କୁ ଗଭୀର ଶୋକ ଜଣାଇଛନ୍ତି ।

‘ପୂର୍ବତନ ରାଷ୍ଟ୍ରପତି ସିମନ ପେସେରଙ୍କ ବିୟୋଗରେ ବିଶ୍ୱ ଜଣେ ତୁଙ୍ଗ ନେତା ଏବଂ ଭାରତ ଜଣେ ହିତାକାରୀ ବନ୍ଧୁ ହରାଇଲା । ତାଙ୍କ ବିୟୋଗରେ ମୁଁ ଗଭୀର ଭାବେ ମର୍ମାହତ । ଇସ୍ରାଏଲବାସୀଙ୍କ ପାଇଁ ଆମର ଗଭୀର ଶୋକ ଜଣାଉଛୁ’, ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India's new FTA playbook looks beyond trade and tariffs to investment ties

Media Coverage

India's new FTA playbook looks beyond trade and tariffs to investment ties
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜାନୁୟାରୀ 14, 2026
January 14, 2026

Viksit Bharat Rising: Economic Boom, Tech Dominance, and Cultural Renaissance in 2025 Under the Leadership of PM Modi