PM conveys his best wishes for the Namami Brahmaputra festival
Rivers occupy a central role in India's history and culture. Let us keep working together to ensure clean rivers for India's growth: PM

ନମାମୀ ବ୍ରହ୍ମପୁତ୍ର ମହୋତ୍ସବ ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୁଭେଚ୍ଛା ଜଣାଇଛନ୍ତି ।

“ଏହା ଏକ ଗର୍ବର ବିଷୟ ଯେ ଆସାମ ସରକାର ନମାମୀ ବ୍ରହ୍ମପୁତ୍ର ଉତ୍ସବ ପାଳନ ଆରମ୍ଭ କରୁଛନ୍ତି । ଏହି ଉତ୍ସବ ପାଇଁ ଶୁଭକାମନା ।

ଆସାମ ଏବଂ ଉତ୍ତର-ପୂବାଂଚଳ ପାଇଁ ବ୍ରହ୍ମପୁତ୍ର ହେଉଛି ଜୀବନରେଖା ଏବଂ ଏଠାକାର ଜନସାଧାରଣଙ୍କ ପାଇଁ ଏହା ଜୀବିକାର ଉତ୍ସ ।

ଭାରତର ଇତିହାସ ଓ ସଂସ୍କୃତିରେ ନଦୀ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ । ଭାରତର ବିକାଶ ପାଇଁ ନଦୀର ସ୍ଵଛତା ଓ ଏହାର ପରିବେଶର ସଂରକ୍ଷଣ ନିଶ୍ଚିତ କରିବା ଦିଗରେ ଆସନ୍ତୁ ସମସ୍ତେ ମିଳିମିଶି କାର୍ଯ୍ୟ କରିବା । ନମାମୀ ବ୍ରହ୍ମପୁତ୍ର ସମ୍ବନ୍ଧରେ ଅଧିକ ତଥ୍ୟ https://namamibrahmaputra.com ରୁ ମିଳିପାରିବ”, ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Railways to operate over 300 special trains for Jagannath Rath Yatra, 100 for Onam: Ashwini Vaishnaw

Media Coverage

Railways to operate over 300 special trains for Jagannath Rath Yatra, 100 for Onam: Ashwini Vaishnaw
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁଲାଇ 7, 2026
July 07, 2026

PM Modi Elevating India’s Global Standing Through Diplomacy and Development