PM congratulates Pankaj Advani on winning IBSF World Snooker Championship

ସମ୍ପ୍ରତି ଶେଷ ହୋଇଥିବା ଆଇବିଏସଏଫ ବିଶ୍ୱ ସ୍ନୁକର ଚାମ୍ପିଅନସିପରେ ବିଜୟୀ ହୋଇ ନିଜର ଅଷ୍ଟାଦଶ ବିଶ୍ୱ ଟାଇଟଲ ଜିତିଥିବା ପଙ୍କଜ ଆଡଭାନୀଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି ।

“ନିକଟରେ ଶେଷ ହୋଇଥିବା ଆଇବିଏସଏଫ ବିଶ୍ୱ ସ୍ନୁକର ଚାମ୍ପିଅନସିପରେ ବିଜୟୀ ହୋଇ ନିଜର ଅଷ୍ଟାଦଶ ବିଶ୍ୱ ଟାଇଟଲ ଜିତିଥିବା ଶ୍ରୀ ପଙ୍କଜ ଆଡଭାନୀଙ୍କୁ ଅନେକ ଅଭିନନ୍ଦନ । ଆପଣଙ୍କ ସଫଳତା ଆମକୁ ଗର୍ବିତ କରିଛି,” ବୋଲି ପ୍ରଧାନମନ୍ତ୍ରୀ ପ୍ରକାଶ କରିଛନ୍ତି ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
After year of successes, ISRO set for big leaps

Media Coverage

After year of successes, ISRO set for big leaps
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଡିସେମ୍ବର 26, 2025
December 26, 2025

India’s Confidence, Commerce & Culture Flourish with PM Modi’s Visionary Leadership