ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମଣିପୁର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିବା ଏନ ବିରେନ ସିଂଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି, “ଶ୍ରୀ ଏନ ବିରେନ ସିଂ ଏବଂ ତାଙ୍କ ଦଳକୁ ଶୁଭେଚ୍ଛା । ମୁଁ ନିଶ୍ଚିତ ଯେ ଏହି ସରକାର ମଣିପୁରର ବିକାଶ ଲାଗି ଅନବରତ କାର୍ଯ୍ୟ କରିବ ।”
Congratulations to Shri N Biren Singh and his team on taking oath. I am sure this team will work tirelessly towards Manipur’s development.
— Narendra Modi (@narendramodi) March 15, 2017


