ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଇଣ୍ଡୋନେସିଆ ଓପନ୍ ସୁପର ସିରିଜ୍ ଟୁର୍ଣ୍ଣାମେଂଟରେ ବିଜୟ ପାଇଁ ବ୍ୟାଡମିଂଟନ୍ ତାରକା କିଦାମ୍ବି ଶ୍ରୀକାନ୍ତଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।
“କିଦାମ୍ବୀ ଶ୍ରୀକାନ୍ତ ତୁମକୁ ଅଭିନନ୍ଦନ, ଇଣ୍ଡୋନେସିଆ ଓପନ୍ ସୁପର ସିରିଜ୍ ଟୁର୍ଣ୍ଣାମେଂଟରେ ତୁମର ବିଜୟ ପାଇଁ ଆମେ ସମସ୍ତେ ଅତ୍ୟନ୍ତ ଆନନ୍ଦିତ”, ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
Congratulations @srikidambi! We are extremely delighted on your victory in the Indonesia Open Super Series tournament.
— Narendra Modi (@narendramodi) June 18, 2017


