ନୂଆଦିଲ୍ଲୀର କରୋଲ ବାଗରେ ଅଗ୍ନିକାଣ୍ଡ ଯୋଗୁ ପ୍ରାଣହାନି ନେଇ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୋକ ପ୍ରକାଶ କରିଛନ୍ତି ।
“ନୂଆଦିଲ୍ଲୀର କରୋଲ ବାଗରେ ଅଗ୍ନିକାଣ୍ଡ ଯୋଗୁ ପ୍ରାଣହାନୀ ଘଟିଥିବାରୁ ମୁଁ ଗଭୀର ଭାବେ ମର୍ମାହତ । ପ୍ରାଣ ହରାଇଥିବା ବ୍ୟକ୍ତିମାନଙ୍କ ପରିବାର ବର୍ଗଙ୍କୁ ମୁଁ ସମବେଦନା ପ୍ରକାଶ କରୁଛି । ଆହତ ବ୍ୟକ୍ତିମାନେ ଶୀଘ୍ର ଆରୋଗ୍ୟ ଲାଭ କରିବା ନେଇ ମୁଁ ଆଶା ପ୍ରକାଶ କରୁଛି,” ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
Deeply saddened by the loss of lives due to a fire at Karol Bagh in Delhi.
— PMO India (@PMOIndia) February 12, 2019
I convey my condolences to the families of those who lost their lives.
May the injured recover soon: PM @narendramodi



