ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମଣିପୁରର ପୂର୍ବତନ ମୁଖ୍ୟମନ୍ତ୍ରୀ ମିଷ୍ଟର ରିସାଙ୍ଗ କେସିଙ୍ଗଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ।
“ମିଷ୍ଟର ରିସାଙ୍ଗ କେସିଙ୍ଗଙ୍କ ବିୟୋଗ ଉତ୍ତର-ପୂର୍ବାଂଚଳ ରାଜନୀତିରେ ଏକ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି କରିଛି, ଯେଉଁଠାରେ କି ସେ ଅନେକ କାର୍ଯ୍ୟ ଓ ସେବା କରିଥିଲେ ।
ଏହି ଦୁଃଖଦ ମୁହୂର୍ତ୍ତରେ ରିସାଙ୍ଗ କେସିଙ୍ଗଙ୍କ ପରିବାର ଏବଂ ସମର୍ଥକମାନଙ୍କ ପ୍ରତି ମୋର ଅନେକ ସମବେଦନା” ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
The demise of Mr. Rishang Keishing leaves an great void in the politics of the Northeast, a region he served with great diligence: PM
— PMO India (@PMOIndia) August 23, 2017
My thoughts are with the family and well-wishers of Mr. Rishang Keishing in this sad hour: PM @narendramodi
— PMO India (@PMOIndia) August 23, 2017


