Prime Minister Modi condoles the demise of Cuban leader Fidel Castro
Fidel Castro was one of the most iconic personalities of the 20th century: PM

କ୍ୟୁବା ନେତା ଫିଡେଲ କାଷ୍ଟ୍ରୋଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୋକ ପ୍ରକାଶ କରିଛନ୍ତି ।

“ଫିଡେଲ କାଷ୍ଟ୍ରୋଙ୍କ ଅକାଳ ବିୟୋଗରେ କ୍ୟୁବା ସରକାର ଏବଂ ଦେଶବାସୀଙ୍କୁ ମୁଁ ସମବେଦନା ଜଣାଉଛି । ତାଙ୍କ ଆତ୍ମାର ସଦଗତି କାମନା କରୁଛି ।

କ୍ୟୁବା ସରକାର ଏବଂ ଦେଶବାସୀଙ୍କ ଏହି ଦୁଃଖଦ ସମୟରେ ଆମେ ସେମାନଙ୍କ ସହିତ ଛିଡା ହୋଇଛୁ ।

ଫିଡେଲ କାଷ୍ଟ୍ରୋ ଥିଲେ ବିଂଶ ଶତାବ୍ଦୀର ଏକ ମହାନ ବ୍ୟକ୍ତିତ୍ଵ । ଏକ ବିଶିଷ୍ଟ ବନ୍ଧୁକୁ ହରାଇଥିବାରୁ ଭାରତ ମର୍ମାହତ”, ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
PLI 2.0: India bets big on making more of the smartphone at home

Media Coverage

PLI 2.0: India bets big on making more of the smartphone at home
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମେ 29, 2026
May 29, 2026

Every Sector, Every Citizen: How PM Modi’s Vision is Transforming India Across All Fronts