ଶ୍ରୀ ସୀତାରାମ ୟେଚୁରୀଙ୍କ ପୁତ୍ର ଆଶିଷଙ୍କ ଦୁଃଖଦ ଏବଂ ଅକାଳ ବିୟୋଗରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକ ବ୍ୟକ୍ତ କରିଛନ୍ତି ।
ଏକ ଟ୍ଵିଟ୍ ମାଧ୍ୟମରେ ପ୍ରଧାନମନ୍ତ୍ରୀ କହିଛନ୍ତି, “ପୁତ୍ର ଆଶିଷଙ୍କ ଦୁଃଖଦ ଏବଂ ଅକାଳ ବିୟୋଗରେ ଶ୍ରୀ ସୀତାରାମ ୟେଚୁରୀ ଜୀ ଏବଂ ତାଙ୍କ ପରିବାର ପ୍ରତି ମୋର ସମବେଦନା । ଓମ ଶାନ୍ତି” ।
Condolences to Shri Sitaram Yechury Ji and his family on the tragic and untimely demise of his son, Ashish. Om Shanti.
— Narendra Modi (@narendramodi) April 22, 2021


