ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଥିରୁଭଲ୍ଲୁଭର ଦିବସ ଅବସରରେ ପୂଜନୀୟ ଥିରୁଭଲ୍ଲୁଭରଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।

ଏକ ଟ୍ଵିଟରେ ପ୍ରଧାନମନ୍ତ୍ରୀ କହିଛନ୍ତି, “ଥିରୁଭଲ୍ଲୁଭର ଦିବସରେ ପୂଜନୀୟ ଥିରୁଭଲ୍ଲୁଭରଙ୍କୁ ମୁଁ ଶ୍ରଦ୍ଧାଞ୍ଜଳି ଜଣାଉଛି । ତାଙ୍କର ଈଶ୍ଵର ପ୍ରଦତ୍ତ ପାଣ୍ଡିତ୍ୟ ଓ ଅଗାଧ ଜ୍ଞାନ ତାଙ୍କର ଚିନ୍ତାଧାରା ଏବଂ କାର୍ଯ୍ୟରେ ପ୍ରତିଫଳିତ ହୋଇଥାଏ । ପିଢି ପରେ ପିଢି ଧରି ଲୋକମାନେ ତାଙ୍କର ଆଦର୍ଶ ଦ୍ଵାରା ସକାରାତ୍ମକ ଭାବରେ ଅନୁପ୍ରାଣିତ ହୋଇ ଆସୁଛନ୍ତି । ସମଗ୍ର ଭାରତର ଅଧିକରୁ ଅଧିକ ଯୁବପିଢି କୁରାଲ ପଢିବା ଲାଗି ମୁଁ ନିବେଦନ ଦେଉଛି” ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India’s Budget Driving AI, Semiconductors and IT Growth

Media Coverage

India’s Budget Driving AI, Semiconductors and IT Growth
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମାର୍ଚ୍ଚ 2, 2026
March 02, 2026

Gratitude Unites Bharat: Thank You Modiji for Global Handshakes, Green Legacy & Digital Dominance