ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଇରାକର ମୋସୁଲଠାରେ ମୃତ ଭାରତୀୟଙ୍କ ନିକଟ ପରିଜନଙ୍କ ଲାଗି 10 ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି ।
The Prime Minister has announced ex-gratia payment of Rs. 10 lakh each to the next of the kin of those who were killed in Mosul.
— PMO India (@PMOIndia) April 3, 2018


