PM Modi, Nepal PM Pushpa Kamal Dahal "prachanda' take stock of India-Nepal ties
PM Modi assures PM Prachanda that India would extend all possible assistance for local elections

ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ନେପାଳ ପ୍ରଧାନମନ୍ତ୍ରୀ ପୁଷ୍ପ କମଲ ଦହଲ ‘ପ୍ରଚଣ୍ଡ’ ଫୋନ୍ ଯୋଗେ କଥା ହୋଇଛନ୍ତି ।
ନିକଟରେ ନେପାଳ ରାଷ୍ଟ୍ରପତି ବିଦ୍ୟା ଦେବୀ ଭଣ୍ଡାରୀଙ୍କ ସଫଳ ଭାରତ ଗସ୍ତ ସମେତ ବିଗତ ଦିନଗୁଡ଼ିକରେ ଭାରତ-ନେପାଳ ସମ୍ପର୍କରେ ହୋଇଥିବା ଅଗ୍ରଗତି ସମ୍ପର୍କରେ ଦୁଇ ପ୍ରଧାନମନ୍ତ୍ରୀ ଆଲୋଚନା କରିଥିଲେ ।

ଦେଶରେ ସମ୍ବିଧାନ କାର୍ଯ୍ୟକାରୀ କରିବା ଲାଗି ସମସ୍ତ ସହଭାଗୀଙ୍କ ସହ ତାଙ୍କ ସରକାର ନେଉଥିବା ପଦକ୍ଷେପ ସମ୍ପର୍କରେ ପ୍ରଧାନମନ୍ତ୍ରୀ ପ୍ରଚଣ୍ଡ ସୂଚନା ଦେଇଥିଲେ । ୨୦ ବର୍ଷ ପରେ ନେପାଳରେ ସ୍ଥାନୀୟ ନିର୍ବାଚନ ହେବାକୁ ଯାଉଥିବାରୁ ପ୍ରଧାନମନ୍ତ୍ରୀ ପ୍ରଚଣ୍ଡ ଏଥିପାଇଁ ଭାରତର ସହଯୋଗ ଲୋଡ଼ିଥିଲେ ।

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଭାରତବାସୀ ଏବଂ ଭାରତ ସରକାରଙ୍କ ପକ୍ଷରୁ ନେପାଳର ବନ୍ଧୁଭାବସମ୍ପନ୍ନ ଲୋକମାନଙ୍କ ପ୍ରତି ଶୁଭକାମନା ଜଣାଇବା ସହିତ ଶାନ୍ତି, ସ୍ଥିରତା ଏବଂ ସାମାଜିକ ରୂପାନ୍ତରଣ ହାସଲ କରିବା ଲାଗି ସେମାନଙ୍କ ଉଦ୍ୟମକୁ ପ୍ରଶଂସା କରିଥିଲେ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
'We'll provide AI skill training to 1 crore youth': PM Modi's big announcement on Independence Day 2026

Media Coverage

'We'll provide AI skill training to 1 crore youth': PM Modi's big announcement on Independence Day 2026
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 15, 2026
August 15, 2026

Azadi Ka Amrit Mahotsav Continues: PM Modi’s Independence Day Vision Unites Growth, Youth Power & National Pride