Mr. Tilak Marapana, Foreign Minister of Sri Lanka meets PM
India attaches high importance to its relations with Sri Lanka: PM

ଶ୍ରୀଲଙ୍କା ବୈଦେଶିକ ବ୍ୟାପାର ମନ୍ତ୍ରୀ ତିଲକ ମରାପନା ଆଜି ଅପରାହ୍ଣରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ ।

ବୈଦେଶିକ ମନ୍ତ୍ରୀ ତିଲକ ମାରାପନା ତିନି ଦିନିଆ ଦ୍ୱିପାକ୍ଷିକ ଗସ୍ତରେ ଭାରତ ଆସିଛନ୍ତି ।

ଶ୍ରୀଲଙ୍କାର ବୈଦେଶିକ ମନ୍ତ୍ରୀ ଭାବେ ନୂଆକରି ଦାୟିତ୍ୱ ଗ୍ରହଣ କରିଥିବାରୁ ତିଳକ ମାରାପନାଙ୍କୁ ପ୍ରଧାନମନ୍ତ୍ରୀ ଶୁଭେଚ୍ଛା ଜଣାଇଥିଲେ । ଅନ୍ତର୍ଜାତୀୟ ବୈଶାଖ ଦିବସ ଉପଲକ୍ଷେ ଗତ ମେ’ ମାସରେ ତାଙ୍କର ଫଳପ୍ରଦ ଶ୍ରୀଲଙ୍କା ଗସ୍ତ ସମ୍ପର୍କରେ ପ୍ରଧାନମନ୍ତ୍ରୀ ଏହି କଥାବାର୍ତ୍ତା ବେଳେ ଉଲ୍ଲେଖ କରିଥିଲେ ।   

ଶ୍ରୀଲଙ୍କା ସହ ସମ୍ପର୍କକୁ ଭାରତ ଉଚ୍ଚ ମହତ୍ତ୍ଵ ଦେଉଥିବା ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ । ଉଭୟ ରାଷ୍ଟ୍ର ଗଭୀର ଏବଂ ବ୍ୟାପକ ଆଧାରିତ ସମ୍ପର୍କର ଆନନ୍ଦ ଉଠାଉଛନ୍ତି । ଦ୍ୱିପାକ୍ଷିକ ସହଯୋଗକୁ ଆହୁରି ବିସ୍ତୃତ ଏବଂ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ଶ୍ରୀଲଙ୍କା ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କ ସହ ନିବିଡ଼ ଭାବେ କାର୍ଯ୍ୟ କରିବା ଲାଗି ଆଗ୍ରହୀ ଥିବା ପ୍ରଧାନମନ୍ତ୍ରୀ ପ୍ରକାଶ କରିଥିଲେ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India's forex reserves hit all-time high of $729.33 billion after $12.42 billion jump

Media Coverage

India's forex reserves hit all-time high of $729.33 billion after $12.42 billion jump
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 29, 2026
August 29, 2026

New India, New Speed, New Stage: Missiles, Medals, Multilateralism under PM Modi