ହ୍ୟୁଣ୍ଡାଇ ମୋଟର ଗ୍ରୁପର ଏକଜିକ୍ୟୁଟିଭ୍ ଚେୟାର ଶ୍ରୀ ଇଉଇସନ ଚୁଙ୍ଗ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି । ଶ୍ରୀ ମୋଦୀ ଉଲ୍ଲେଖ କରିଥିଲେ, ମହାରାଷ୍ଟ୍ର ଭାରତର ଆର୍ଥିକ ପାୱାରହାଉସ୍ । ହ୍ୟୁଣ୍ଡାଇ ଗ୍ରୁପ୍ ଭଳି ବଡ଼ ନିବେଶକ ରାଜ୍ୟର ଲୋକମାନଙ୍କୁ ଫାଇଦା ଆଣିବ ।
ଏକ୍ସରେ ହ୍ୟୁଣ୍ଡାଇ ଇଣ୍ଡିଆ ହ୍ୟାଣ୍ଡଲ ପକ୍ଷରୁ ହୋଇଥିବା ଏକ ପୋଷ୍ଟ ର ପ୍ରତିକ୍ରିୟାରେ ସେ ଲେଖିଛନ୍ତି:
“ଖୁସିର କଥା କିଛି ଦିନ ତଳେ ଶ୍ରୀ ଇଉଇସନ ଚୁଙ୍ଗଙ୍କୁ ଭେଟିଥିଲି । ନିବେଶ ପାଇଁ ବାସ୍ତବରେ ଭାରତ ଉପଯୁକ୍ତ ସ୍ଥାନ । ପୁନେରେ କାରଖାନା ପାଇଁ ହ୍ୟୁଣ୍ଡାଇର ଆଗ୍ରହ ପାଇଁ ମୁଁ ଖୁସି । ମହାରାଷ୍ଟ୍ର ଭାରତର ପାୱାର ହାଉସ୍ ଏବଂ ଏଭଳି ବଡ଼ ନିବେଶ ରାଜ୍ୟର ଲୋକମାନଙ୍କୁ ବଡ଼ ଫାଇଦା ଦେବ ।”
Happy to have met Mr. Euisun Chung a few days ago. India is indeed the ideal place to invest in. I am also glad to see Hyundai's enthusiasm towards the plant in Pune. Maharashtra is India's economic powerhouse and big investments like this will greatly benefit the people of the… https://t.co/p21zGR1ljB
— Narendra Modi (@narendramodi) October 24, 2024