Micro Sculpture Artist presents ‘CHALKruthi’ artwork to PM Modi

ସୂକ୍ଷ୍ମ ମୂର୍ତ୍ତି କଳାକାର ସଚିନ ସାଙ୍ଘେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସାକ୍ଷାତ କରି ନିଜ ଦ୍ଵାରା ନିର୍ମିତ କଳାକୃତି ଉପହାର ଦେଇଛନ୍ତି । ସାଙ୍ଘେ ଜଣେ CHALKruthi କଳାକାର । ଚକ ଦ୍ଵାରା ନିର୍ମିତ କଳାକୁ ଚକକୃତି (CHALKruthi) କୁହାଯାଏ । ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ  ଯୋଗ ମୁଦ୍ରାର ଚକ କଳାକୃତି ସହ ପ୍ରଧାନମନ୍ତ୍ରୀଙ୍କ ନିଜ ମାଁଙ୍କ ସହ ଥିବାର ଚକ କଳାକୃତି ଉପହାର ଦେଇଛନ୍ତି ।

Mr. @SachinSanghe, a young and promising micro sculpture artist met PM @narendramodi. Mr. Sachin Sanghe has distinguished himself in CHALKruthi, art work made of chalk. He presented his work to the PM, which includes chalk sculptures of Yoga poses and PM Modi with his mother. pic.twitter.com/g6CsE9faaK

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India's car industry may hit record 59 lakh sales in FY27 on GST boost, UV demand: Crisil Ratings

Media Coverage

India's car industry may hit record 59 lakh sales in FY27 on GST boost, UV demand: Crisil Ratings
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମେ 13, 2026
May 13, 2026

Leadership That Leads by Example: PM Modi's Push for Mindful Growth, Innovation & Infrastructure