ଫଳାଫଳ ତାଲିକା

କ୍ର.ନଂ.

ଏମଓୟୁରାଜିନାମା

​ବୁଝାମଣା ପତ୍ର ବିନିମୟ ପାଇଁ ଭାରତ ପକ୍ଷରୁ ପ୍ରତିନିଧି

 

ବୁଝାମଣା ପତ୍ର ବିନିମୟ ପାଇଁ ମାଲେସିଆ ପକ୍ଷରୁ ପ୍ରତିନିଧି​

1.

ଶ୍ରମିକଙ୍କ ଚୟନନିଯୁକ୍ତି ଏବଂ ପ୍ରତ୍ୟାବର୍ତ୍ତନ ପାଇଁ ଭାରତ ସରକାର ଏବଂ ମାଲେସିଆ ସରକାରଙ୍କ ମଧ୍ୟରେ ବୁଝାମଣାପତ୍ର

ଏସ୍ ଜୟଶଙ୍କର,
ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ

ାଇବି ଶ୍ରୀ ଷ୍ଟିଭେନ୍ ସିମ୍ ଚି କିଓଙ୍ଗ,
ମାନବ ସମ୍ବଳ ମନ୍ତ୍ରୀ ମାଲେସିଆ

2

ଆୟୁର୍ବେଦ ଏବଂ ଅନ୍ୟ ପାରମ୍ପରିକ ଚିକିତ୍ସା ପଦ୍ଧତି କ୍ଷେତ୍ରରେ ସହଯୋଗ ପାଇଁ ମାଲେସିଆ ସରକାର ଏବଂ ଭାରତ ସରକାରଙ୍କ ମଧ୍ୟରେ ବୁଝାମଣାପତ୍ର 

ଏସ୍ ଜୟଶଙ୍କର,
ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ

ାଇବି ଦାଟୋସେରି ଉତମା ହାଜି ମହମ୍ମଦ ହାଜି ହାସନମାଲେସିଆର ବୈଦେଶିକ ବ୍ୟାପାର ମନ୍ତ୍ରୀ

3.

ଡିଜିଟାଲ ଟେକ୍ନୋଲୋଜି କ୍ଷେତ୍ରରେ ସହଯୋଗ ପାଇଁ ମାଲେସିଆ ସରକାର ଏବଂ ଭାରତ ସରକାରଙ୍କ ମଧ୍ୟରେ ବୁଝାମଣାପତ୍ର 

ଏସ୍ ଜୟଶଙ୍କର,
ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ

ାଇବି ଦାତୋଗୋବିନ୍ଦ ସିଂହଦେଓ
ଡିଜିଟାଲ ମନ୍ତ୍ରୀ
ମାଲେସିଆ

4.

ସଂସ୍କୃତିକଳା ଏବଂ ଐତିହ୍ୟ କ୍ଷେତ୍ରରେ ଭାରତ ସରକାର ଏବଂ ମାଲେସିଆ ସରକାରଙ୍କ ମଧ୍ୟରେ ସହଯୋଗ ଉପରେ କାର୍ଯ୍ୟକ୍ରମ 

ଏସ୍ ଜୟଶଙ୍କର,
ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ

ାଇବି ଦାତୋ ଶ୍ରୀ ଟିଓଙ୍ଗ କିଙ୍ଗ ସିଂ,
ପର୍ଯ୍ୟଟନକଳା  ସଂସ୍କୃତି ମନ୍ତ୍ରୀ,
ମାଲେସିଆ

5.

ପର୍ଯ୍ୟଟନ କ୍ଷେତ୍ରରେ ସହଯୋଗ ପାଇଁ ମାଲେସିଆ ସରକାର ଏବଂ ଭାରତ ସରକାରଙ୍କ ମଧ୍ୟରେ ବୁଝାମଣାପତ୍ର 

ଏସ୍ ଜୟଶଙ୍କର,
ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ

ାଇବି ଦାତୋ ଶ୍ରୀ ଟିଓଙ୍ଗ କିଙ୍ଗ ସିଂ,
ପର୍ଯ୍ୟଟନକଳା  ସଂସ୍କୃତି ମନ୍ତ୍ରୀ,
ମାଲେସିଆ

6.

ଯୁବ  କ୍ରୀଡ଼ା କ୍ଷେତ୍ରରେ ସହଯୋଗ ପାଇଁ ମାଲେସିଆ ସରକାରଙ୍କ ଯୁବ  କ୍ରୀଡ଼ା ମନ୍ତ୍ରଣାଳୟ ଏବଂ ଭାରତ ସରକାରଙ୍କ ଯୁବ ବ୍ୟାପାର  କ୍ରୀଡ଼ା ମନ୍ତ୍ରଣାଳୟ ମଧ୍ୟରେ ବୁଝାମଣାପତ୍ର

ଏସ୍ ଜୟଶଙ୍କର,
ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ

ାଇବି ଦାଟୋସେରି ଉତମା ହାଜି ମହମ୍ମଦ ହାଜି ହାସନମାଲେସିଆର ବୈଦେଶିକ ବ୍ୟାପାର ମନ୍ତ୍ରୀ

7.

ସାଧାରଣ ପ୍ରଶାସନ ଏବଂ ଶାସନ ସଂସ୍କାର କ୍ଷେତ୍ରରେ ସହଯୋଗ ପାଇଁ ମାଲେସିଆ ସରକାର ଏବଂ ଭାରତ ସରକାରଙ୍କ ମଧ୍ୟରେ ବୁଝାମଣାପତ୍ର 

ଶ୍ରୀ ଜୟଦୀପ ମଜୁମଦାରସେକ୍ରେଟାରି (ପୂର୍ବ),
ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟଭାରତ

ାଇବି ଦାଟୋଶ୍ରୀ ାନ ଅହମ୍ମଦ ଡାହଲାନ ହାଜି ଅବଦୁଲ ଅଜିଜମାଲେସିଆର ଜନସେବା ମହାନିର୍ଦ୍ଦେଶକ

8.

ପାରସ୍ପରିକ ସହଯୋଗ ସମ୍ପର୍କରେ ଅନ୍ତର୍ଜାତୀୟ ଆର୍ଥିକ କେନ୍ଦ୍ର ସେବା ପ୍ରାଧିକରଣ (ଆଇଏଫଏସସିଏଏବଂ ଲାବୁଆନ୍ ଫାଇନାନ୍ସିଆଲ ସର୍ଭିସେସ୍ ଅଥରିଟି ମଧ୍ୟରେ ବୁଝାମଣାପତ୍ର 

ଶ୍ରୀବି.ଏନ୍ ରେଡ୍ଡୀ,
ମାଲେସିଆରେ ଅବସ୍ଥାପିତ ଭାରତର ହାଇକମିଶନର

ାଇଭିଜି ଦାଟୋାନ୍ ମହମ୍ମଦ ଫଡଜମି ଚେ ାନ୍ ଓଥମ୍ୟାନ୍ ଫଡଜିଲାନ୍,
ଏଲଏଫଏସଏ  ଅଧ୍ୟକ୍ଷ

9.

୧୯ ଅଗଷ୍ଟ ୨୦୨୪ରେ ଅନୁଷ୍ଠିତ ନବମ ଭାରତ-ମାଲେସିଆ ସିଇଓ ଫୋରମର ରିପୋର୍ଟ ଉପସ୍ଥାପନ

ଭାରତ-ମାଲେସିଆ ସିଇଓ ଫୋରମର କୋ-ଚେୟାର ଶ୍ରୀ ନିଖିଲ ମେସୱାନୀ ମିଳିତ ଭାବେ ରିପୋର୍ଟ ଉପସ୍ଥାପନ କରିଥିଲେ
ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍  କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ତଥା ମାଲେସିଆଇଣ୍ଡିଆ ବିଜନେସ୍ କାଉନସିଲ୍ (ଏମଆଇବିସି) ସଭାପତି ତାନ୍ ଶ୍ରୀ କୁନା ସିତମପାଲମ୍ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ଏବଂ ମାଲେସିଆର ପୁଞ୍ଜିନିବେଶବାଣିଜ୍ୟ  ଶିଳ୍ପ ମନ୍ତ୍ରୀ ାଇବି ତେଙ୍ଗକୁ ଦାତୁକ ସେରି ଉତମା ଜାଫରୁଲ ତେଙ୍ଗକୁ ଅବଦୁଲ ଅଜିଜ୍

 

ଘୋଷଣା

କ୍ର.ନଂ.

ଘୋଷଣା

1.

ଭାରତ-ମାଲେସିଆ ସମ୍ପର୍କ ବ୍ୟାପକ ରଣନୈତିକ ଭାଗିଦାରୀରେ ପରିଣତ ହୋଇଛି

2.

ଭାରତ-ମାଲେସିଆ ମିଳିତ ବିବୃତି

3

ମାଲେସିଆକୁ ,୦୦,୦୦୦ ମେଟ୍ରିକ୍ ଟନ୍ ହ୍ବାଇଟ୍ ରାଇସର ସ୍ବତନ୍ତ୍ର ଆବଣ୍ଟନ

4.

ମାଲେସିଆ ନାଗରିକଙ୍କ ପାଇଁ ୧୦୦ ଅତିରିକ୍ତ ଆଇଟିଇସି ସ୍ଲଟ୍ ଆବଣ୍ଟନ

5.

ଅନ୍ତର୍ଜାତୀୟ ବିଗ୍ କ୍ୟାଟ୍ ଆଲାଏନ୍ସ (ଆଇବିସିଏ)ରେ ମାଲେସିଆ ପ୍ରତିଷ୍ଠାତା ସଦସ୍ୟ ଭାବେ ସାମିଲ

6.

ମାଲେସିଆର ଟୁନକୁ ଅବଦୁଲ ରେହମାନ (ୟୁଟିଏଆର୍ବିଶ୍ୱବିଦ୍ୟାଳୟରେ ଆୟୁର୍ବେଦ ଚେୟାର ପ୍ରତିଷ୍ଠା

7.

ମାଲେସିଆର ମାଲାୟା ବିଶ୍ୱବିଦ୍ୟାଳୟରେ ଥିରୁଭାଲ୍ଲୁଭର ଇଣ୍ଡିଆନ୍ ଷ୍ଟଡିଜ୍ ଚେୟାର ପ୍ରତିଷ୍ଠା

8.

ଭାରତ-ମାଲେସିଆ ଷ୍ଟାର୍ଟଅପ୍ ଆଲାଏନ୍ସ ଅଧୀନରେ ଉଭୟ ଦେଶର ଷ୍ଟାର୍ଟଅପ୍ ଇକୋସିଷ୍ଟମ୍ ମଧ୍ୟରେ ସହଯୋଗ

9.

ଭାରତ-ମାଲେସିଆ ଡିଜିଟାଲ କାଉନ୍‌ସିଲ୍

10.

ନବମ ଭାରତ-ମାଲେସିଆ ସିଇଓ ଫୋରମର ଆୟୋଜନ

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India-UK FTA comes into effect today, unlocking duty-free access for Indian exports

Media Coverage

India-UK FTA comes into effect today, unlocking duty-free access for Indian exports
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁଲାଇ 14, 2026
July 14, 2026

From Local Fields to Global Recognition: PM Modi’s ‘Vocal for Local’ is Now Delivering Real Global Respect