|
କ୍ରମିକ ସଂଖ୍ୟା |
ବୁଝାମଣାପତ୍ର ଶୀର୍ଷକ |
|
୧. |
ଆଣ୍ଟାର୍କଟିକା ସହଯୋଗ ଉପରେ ଆଗ୍ରହ ପତ୍ର |
|
୨. |
ଭାରତ-ଚିଲି ସାଂସ୍କୃତିକ ବିନିମୟ କାର୍ଯ୍ୟକ୍ରମ |
|
୩. |
ବିପର୍ଯ୍ୟୟ ପରିଚାଳନା ପାଇଁ ଜାତୀୟ ବିପର୍ଯ୍ୟୟ ନିବାରଣ ଏବଂ ପ୍ରତିକ୍ରିୟା ସେବା (ସେନାପ୍ରେଡ୍) ଏବଂ ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (ଏନ୍ଏମ୍ଡିଏ) ମଧ୍ୟରେ ବୁଝାମଣାପତ୍ର |
|
୪. |
କୋଡେଲ୍କୋ ଏବଂ ହିନ୍ଦୁସ୍ତାନ କପର୍ ଲିମିଟେଡ୍ (ଏଚ୍ସିଏଲ୍) ମଧ୍ୟରେ ବୁଝାମଣାପତ୍ର |


