କ୍ରଂସଂ

ବୁଝାମଣା/ରାଜିନାମାଗୁଡ଼ିକର ନାମ

ଭାରତୀୟ ପକ୍ଷ

 ଡେନମାର୍କ ପକ୍ଷ

1

ଭୂତଳ ଜଳ ଉତ୍ସ ଏବଂ ଆକ୍ୟୁଫର୍ସ ସ୍ତର ମାପିବା ପାଇଁ ବୈଜ୍ଞାନିକ ଏବଂ ଔଦ୍ୟୋଗିକ ଗବେଷଣା ପରିଷଦ-ରାଷ୍ଟ୍ରୀୟ ଭୂଭୌତିକୀୟ ଗବେଷଣା ସଂସ୍ଥାନ, ହାଇଦ୍ରାବାଦ, ଆରହସ୍ ବିଶ୍ବବିଦ୍ୟାଳୟ, ଡେନମାର୍କ ଏବଂ ଜିଓଲୋଜିକାଲ ସର୍ଭେ ଅଫ ଡେନମାର୍କ ଏବଂ ଗ୍ରୀନଲ୍ୟାଣ୍ଡ ମଧ୍ୟରେ ବୁଝାମଣାପତ୍ର।

ଡ. ଭି.ଏମ. ତିଓ୍ବାରୀ, ନିର୍ଦ୍ଦେଶକ ସିଏସଆଇଆର-ରାଷ୍ଟ୍ରୀୟ ଭୂଭୌତିକୀୟ ଗବେଷଣା ସଂସ୍ଥାନ ଉପ୍ପଲ ରୋଡ, ହାଇଦ୍ରାବାଦ, ତେଲଙ୍ଗାନା

ରାଷ୍ଟ୍ରଦୂତ ଫ୍ରେଡ୍ଡୀ ସ୍ୱାନେ

2

ବୈଜ୍ଞାନିକ ଏବଂ ଔଦ୍ୟୋଗିକ ଗବେଷଣା ପରିଷଦ ଏବଂ ଡାନିଶ ପେଟେଣ୍ଟ ଆଣ୍ଡ ଟ୍ରେଡ୍‌ମାର୍କ ଅଫିସ ମଧ୍ୟରେ ପାରମ୍ପରିକ ଜ୍ଞାନ ଡିଜିଟାଲ ପାଠାଗାର ଗ୍ରହଣୀୟତା ରାଜିନାମା

ଡ. ବିଶ୍ବଜନନୀ ଜେ ସାତ୍ତିଗିରି, ମୁଖ୍ୟ, ସିଏସଆଇଆର-ପାରମ୍ପରିକ ଜ୍ଞାନ ଡିଜିଟାଲ ଲାଇବ୍ରେରୀ ୟୁନିଟ, ୧୪, ସତସଙ୍ଗ ବିହାର ମାର୍ଗ, ନୂଆଦିଲ୍ଲୀ

ରାଷ୍ଟ୍ରଦୂତ ଫ୍ରେଡ୍ଡୀ ସ୍ୱାନେ

3

ସମ୍ଭାବ୍ୟ ପ୍ରୟୋଗ ସହିତ ଟ୍ରପିକାଲ ଜଳବାୟୁ ଲାଗି ପ୍ରାକୃତିକ ରେଫ୍ରିଜରେଣ୍ଟ ଦିଗରେ ଏକ ଉତ୍କର୍ଷ କେନ୍ଦ୍ର ସ୍ଥାପନ ଲାଗି ବେଙ୍ଗାଲୁରୁର ଭାରତୀୟ ବିଜ୍ଞାନ ସଂସ୍ଥାନ ଏବଂ ଡାନଫୋସ ଇଣ୍ଡଷ୍ଟ୍ରିଜ୍ ପ୍ରାଇଭେଟ୍ ଲିମିଟେଡ ମଧ୍ୟରେ ବୁଝାମଣାପତ୍ର

ପ୍ରଫେସର ଗୋବିନ୍ଦନ ରଙ୍ଗରାଜନ, ନିର୍ଦ୍ଦେଶକ, ଭାରତୀୟ ବିଜ୍ଞାନ ସଂସ୍ଥାନ ବେଙ୍ଗାଲୁରୁ

ମିଃ.

ରବିଚନ୍ଦ୍ରନ ପୁରୁଷୋଥମମ, ସଭାପତି, ଡାନଫୋସ ଇଣ୍ଡିଆ

4

ଭାରତ ସରକାରଙ୍କ ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରଣାଳୟ ଏବଂ ଡେନମାର୍କ ସରକାରଙ୍କ ମଧ୍ୟରେ ଏକ ମିଳିତ ଉଦ୍ଦେଶ୍ୟ ପତ୍ର

ଶ୍ରୀ ରାଜେଶ ଅଗ୍ରଓ୍ବାଲ, ସଚିବ, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରଣାଳୟ

ରାଷ୍ଟ୍ରଦୂତ ଫ୍ରେଡ୍ଡୀ ସ୍ୱାନେ

ଉପରୋକ୍ତ ବ୍ୟତୀତ, ନିମ୍ନ ବାଣିଜ୍ୟିକ ରାଜିନାମା ଘୋଷଣା କରାଯାଇଛି :-

A.

ହାଇଡ୍ରୋଜେନ ଇଲେକ୍ଟ୍ରୋଲାଇଜରର ବିକାଶ ଏବଂ ଏହାପରେ ଭାରତରେ ହାଇଡ୍ରୋଜେନ ଇଲେକ୍ଟ୍ରୋଲାଇଜର ଉତ୍ପାଦନ ଏବଂ ନିୟୋଜନ ଉପରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ ଏବଂ ଷ୍ଟିସଡେଲ ଫୁଏଲ ପ୍ରଯୁକ୍ତି ମଧ୍ୟରେ ବୁଝାମଣାପତ୍ର

B.

ଡେନମାର୍କରେ ଏକ ‘ଦୀର୍ଘସ୍ଥାୟୀ ସମାଧାନ ପାଇଁ ଉତ୍କର୍ଷ କେନ୍ଦ୍ର’ ସ୍ଥାପନ ଲାଗି ଇନଫୋସିସ୍ ଟେକ୍ନୋଲୋଜି ଏବଂ ଆରହସ ବିଶ୍ବବିଦ୍ୟାଳୟ ମଧ୍ୟରେ ବୁଝାମଣାପତ୍ର

C.

ସମାଧାନ ଉପରେ ଜ୍ଞାନ-ବିନିମୟକୁ ପ୍ରୋତ୍ସାହନ ଲାଗି ରଣନୈତିକ ସହଯୋଗ ଏବଂ ଅର୍ଥବ୍ୟବସ୍ଥାର ସବୁଜ ରୂପାନ୍ତର ପାଇଁ ଗବେଷଣା ସୁବିଧା ପ୍ରଦାନ ନିମନ୍ତେ ‘ଅବଜର୍ଭର ରିସର୍ଚ୍ଚ ଫାଉଣ୍ଡେସନ’ ଏବଂ ‘ଷ୍ଟେଟ୍ ଅଫ୍ ଗ୍ରୀନ’ ମଧ୍ୟରେ ବୁଝାମଣାପତ୍ର

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
PM Narendra Modi calls for robust water data governance

Media Coverage

PM Narendra Modi calls for robust water data governance
NM on the go

Nm on the go

Always be the first to hear from the PM. Get the App Now!
...
Prime Minister pays tributes to Mahanayak Uttam Kumar on his birth centenary
September 03, 2026