ଘୋଷଣାନାମା : 29 ଅକ୍ଟୋବର 2018ରେ ଅନୁମୋଦନର ସାଧନ ଦାଲ କରି ଜାପାନ ଅନ୍ତର୍ଜାତୀୟ ସୌର ମେଣ୍ଟରେ ସାମିଲ ହେବା ଲାଗି ଘୋଷଣା କରିଛି । ବର୍ତ୍ତମାନ ସୁଦ୍ଧା 70ଟି ଦେଶ ଅନ୍ତର୍ଜାତୀୟ ସୌର ମେଣ୍ଟ ବ୍ୟବସ୍ଥା ଚୁକ୍ତି (ଆଇଏସଏଏଫଏ)ରେ ସ୍ୱାକ୍ଷର କରିଛନ୍ତି ଏବଂ 47ଟି ଦେଶ ଏହାକୁ ଅନୁମୋଦନ କରିଛନ୍ତି । ଆଇଏସଏଏଫଏ ସ୍ୱାକ୍ଷର କରିବାରେ 71ତମ ଏବଂ ଏହାକୁ ଅନୁମୋଦନ କରିବାରେ 48ତମ ରାଷ୍ଟ୍ର ହୋଇଛି ଜାପାନ ।

ମୁମ୍ବାଇ-ଅହମ୍ମଦାବାଦ ହାଇସ୍ପିଡ ରେଳ ପ୍ରକଳ୍ପଉମିଆମ-ଉମତ୍ରୁ ଷ୍ଟେଜ-3 ଜଳବିଦ୍ୟୁତ ଶକ୍ତି କେନ୍ଦ୍ରର ପୁନରୁଦ୍ଧାର ଏବଂ ଆଧୁନିକୀକରଣ ପ୍ରକଳ୍ପଦିଲ୍ଲୀ ଦ୍ରୁତ ଗଣ ପରିବହନ ବ୍ୟବସ୍ଥା ପ୍ରକଳ୍ପ (ପର୍ଯ୍ୟାୟ-3),ତ୍ତର ପୂର୍ବ ସଡ଼କ ନେଟୱାର୍କ ଯୋଗାଯୋଗ ଉନ୍ନତିକରଣ ପ୍ରକଳ୍ପତୁର୍ଗା ପମ୍ପ ଷ୍ଟୋରେଜ ନିର୍ମାଣ ପ୍ରକଳ୍ପଚେନ୍ନାଇ ପାର୍ଶ୍ଵବର୍ତ୍ତୀ ରିଙ୍ଗରୋଡ ନିର୍ମାଣ ପ୍ରକଳ୍ପ ଏବଂ ତ୍ରିପୁରାରେ ନିରନ୍ତର ଜଳଗ୍ରହ ଜଙ୍ଗଲ ପରିଚାଳନା ପ୍ରକଳ୍ପ ସମେତ ସାତଟି ୟେନ ଋଣ ପ୍ରକଳ୍ପ (ମୋଟ 316.458 ବିଲିୟନ ୟେନ ଋଣ ବ୍ୟବସ୍ଥା) ଲାଗି ନୋଟ ବିନିମୟ ।

କ୍ର.ସଂ.

ଏମଓୟୁ/ଚୁକ୍ତି/ସନ୍ଧିର ନାମ

ବିବରଣୀ

କ. ପ୍ରତିରକ୍ଷା ଏବଂ ରଣନୈତିକ

1

ଜାପାନ ସାମୁଦ୍ରିକ ଆତ୍ମରକ୍ଷା ବାହିନୀ ଏବଂ ଭାରତୀୟ ନୌସେନା ମଧ୍ୟରେ ବ୍ୟାପକ ସହଯୋଗ ଲାଗି ବ୍ୟବସ୍ଥାର କାର୍ଯ୍ୟକାରୀତା

ଭାରତୀୟ ନୌସେନା ଏବଂ ଜାପାନ ସାମୁଦ୍ରିକ ଆତ୍ମରକ୍ଷା ବାହିନୀ ମଧ୍ୟରେ ସାମୁଦ୍ରିକ କ୍ଷେତ୍ରରେ ବ୍ୟାପକ ସହଯୋଗ  ଏବଂ ସୂଚନାର ଆଦାନ-ପ୍ରଦାନ ଲାଗି ବ୍ୟାପକ ସହଯୋଗ

ଖ. ଡିଜିଟାଲ ଏବଂ ନୂତନ ପ୍ରଯୁକ୍ତି

2

ଜାପାନ-ଭାରତ ଡିଜିଟାଲ ଭାଗୀଦାରୀ ଲାଗି ଭାରତର ଇଲେକଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ ଏବଂ ଜାପାନର ଅର୍ଥନୀତିବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରଣାଳୟ ମଧ୍ୟରେ ଏମଓସି

ଆର୍ଟିଫିସିଆଲ ଇଂଟେଲିଜେନ୍ସ (ଏଆଇ) ଏବଂ ଇଂଟରନେଟ ଅଫ ଥିଙ୍ଗସ୍ (ଆଇଓଟି) ଆଦି ପରବର୍ତ୍ତିପିଢ଼ିର ପ୍ରଯୁକ୍ତି କ୍ଷେତ୍ରରେ ଜାପାନରସୋସାଇଟି 5.0” ଏବଂ ଭାରତର ଡିଜିଟାଲ ଇଣ୍ଡିଆସ୍ମାର୍ଟ ସିଟି ଏବଂ ଷ୍ଟାର୍ଟଅପ ଇଣ୍ଡିଆ ଭଳି ଫ୍ଲାଗସିପ କାର୍ଯ୍ୟକ୍ରମ ମଧ୍ୟରେ ରହିଥିବା ସହଯୋଗ ଏବଂ ସମାନତାର ସନ୍ଧାନ

3

ନୀତି ଆୟୋଗ ଏବଂ ଜାପାନର ଅର୍ଥନୀତିବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରଣାଳୟ (ମେତି) ମଧ୍ୟରେ ଆର୍ଟିଫିସିଆଲ ଇଂଟେଲିଜେନ୍ସ (ଏଆଇ) ଉପରେ ଉଦ୍ଦେଶ୍ୟ ବିବୃତି  

ଆର୍ଟିଫିସିଆଲ ଇଂଟେଲିଜେନ୍ସ ଉପରେ ସହଯୋଗକୁ ବିକଶିତ ଏବଂ ଉତ୍ସାହିତ କରିବା ।

ଗ. ସ୍ୱାସ୍ଥ୍ୟ ଏବଂ କଲ୍ୟାଣ

4

ଭାରତୀୟ ଗଣତନ୍ତ୍ରର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଏବଂ ସ୍ୱାସ୍ଥ୍ୟକଲ୍ୟାଣ ନୀତି କାର୍ଯ୍ୟାଳୟ,କ୍ୟାବିନେଟ ସଚିବାଳୟଜାପାନ ସରକାର ଏବଂ ସ୍ୱାସ୍ଥ୍ୟ ଓ ଶ୍ରମ ଏବଂ କଲ୍ୟାଣ ମନ୍ତ୍ରଣାଳୟ, ଜାପାନ ମଧ୍ୟରେ ସ୍ୱାସ୍ଥ୍ୟସେବା ଏବଂ କଲ୍ୟାଣ କ୍ଷେତ୍ରରେ ଏମଓସି

ସାଧାରଣ ପ୍ରାଥମିକ ସ୍ୱାସ୍ଥ୍ୟ ସେବା,ଅଣ-ସଂକ୍ରାମକ ରୋଗ ନିରାକରଣ,ମାତୃ ଏବଂ ଶିଶୁ ସ୍ୱାସ୍ଥ୍ୟ ସେବା,ସ୍ୱଚ୍ଛତାପରିମଳପୁଷ୍ଟିସାଧନ ଏବଂ ବୟସ୍କଙ୍କ ଯତ୍ନ ଭଳି କ୍ଷେତ୍ରରେ ଭାରତ ଏବଂ ଜାପାନ ମଧ୍ୟରେ ସହଯୋଗର ସମ୍ଭାବନା ଥିବା କ୍ଷେତ୍ରକୁ ଚିହ୍ନଟ କରିବା ଲାଗି ଏକ ବ୍ୟବସ୍ଥା ପ୍ରତିଷ୍ଠା କରିବା ।

5

ଭାରତ ସରକାରଙ୍କ ଆୟୁଷ ମନ୍ତ୍ରଣାଳୟ ଏବଂ ଜାପାନର କାନାଗାୱା କ୍ଷେତ୍ରୀୟ ସରକାରଙ୍କ ମଧ୍ୟରେ ସ୍ୱାସ୍ଥ୍ୟସେବା ଏବଂ କଲ୍ୟାଣ କ୍ଷେତ୍ରରେ ଏମଓସି

ଭାରତ ସରକାରଙ୍କ ଆୟୁଷ ମନ୍ତ୍ରଣାଳୟ ଏବଂ ଜାପାନର କାନାଗାୱା କ୍ଷେତ୍ରୀୟ ସରକାରଙ୍କ ମଧ୍ୟରେ ସ୍ୱାସ୍ଥ୍ୟସେବା ଏବଂ କଲ୍ୟାଣ କ୍ଷେତ୍ରରେ ଏମଓସି

6

ଖାଦ୍ୟ ସୁରକ୍ଷା ଉପରେ ଭାରତୀୟ ଖାଦ୍ୟ ସୁରକ୍ଷା ଏବଂ ମାନକ ପ୍ରାଧିକରଣ (ଏଫଏସଏସଆଇ) ଏବଂ ଜାପାନ ଖାଦ୍ୟ ସୁରକ୍ଷା କମିଶନ,ଜାପାନ ଉପଭୋକ୍ତା ବ୍ୟାପାର ସଂସ୍ଥା,ଜାପାନ ସ୍ୱାସ୍ଥ୍ୟଶ୍ରମ ଏବଂ କଲ୍ୟାଣ ମନ୍ତ୍ରଣାଳୟ ମଧ୍ୟରେ ବୁଝାମଣାପତ୍ର (ଏମଓୟୁ)

ଖାଦ୍ୟ ସୁରକ୍ଷା କ୍ଷେତ୍ରରେ ଜାପାନ ଏବଂ ଭାରତୀୟ ଏଜେନ୍ସିଗୁଡ଼ିକ ମଧ୍ୟରେ ସହଯୋଗକୁ ତ୍ୱରାନ୍ୱିତ କରିବା

ଘ. ଖାଦ୍ୟ ମୂଲ୍ୟ ଶୃଙ୍ଖଳା ଏବଂ କୃଷି କ୍ଷେତ୍ର

7

ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ କ୍ଷେତ୍ରରେ ଭାରତର ଖାଦ୍ୟ ପ୍ରକ୍ରିୟାକରଣ ଏବଂ ଶିଳ୍ପ ମନ୍ତ୍ରଣାଳୟ ଏବଂ ଜାପାନର କୃଷିବନୀକରଣ ଏବଂ ମତ୍ସ୍ୟପାଳନ ମନ୍ତ୍ରଣାଳୟ ମଧ୍ୟରେ ଏମଓସି

ସ୍ଥାନୀୟ ସରକାରଘରୋଇ କମ୍ପାନୀ ଆଦି ଉପଯୋଗୀ ଅଂଶୀଦାରମାନଙ୍କୁ ସାମିଲ କରି ଭାରତର ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପର ବିକାଶ କରିବା ଲକ୍ଷ୍ୟ

8

କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରଣାଳୟଭାରତ ସରକାର ଏବଂ ଜାପାନ କୃଷିବନୀକରଣ ଏବଂ ମତ୍ସ୍ୟପାଳନ ମନ୍ତ୍ରଣାଳୟ ମଧ୍ୟରେ ଭାରତରେ କୃଷି ଏବଂ ମତ୍ସ୍ୟଚାଷ କ୍ଷେତ୍ରରେ ଜାପାନର ନିବେଶକୁ ପ୍ରୋତ୍ସାହନ ଦେବା କାର୍ଯ୍ୟକ୍ରମ 

ଜାପାନୀ କମ୍ପାନୀଗୁଡ଼ିକ ପାଇଁ ନିବେଶ ପରିବେଶରେ ଉନ୍ନତି ଆଣି ଆକ୍ୱାକଲଚର ସମେତ କୃଷି ମୂଲ୍ୟ ଶୃଙ୍ଖଳା ଏବଂ ମତ୍ସ୍ୟଚାଷର ବିକାଶକୁ ପ୍ରୋତ୍ସାହନ ଦେବା ।

9

ମହାରାଷ୍ଟ୍ରରେ ଖାଦ୍ୟ ମୂଲ୍ୟ ଶୃଙ୍ଖଳାର ବିକାଶ ଲାଗି ମହାରାଷ୍ଟ୍ର ରାଜ୍ୟ ସରକାର ଏବଂ ଜାପାନର କୃଷିବନୀକରଣ ଏବଂ ମତ୍ସ୍ୟଚାଷ ମନ୍ତ୍ରଣାଳୟ ମଧ୍ୟରେ ଏମଓସି

ମହାରାଷ୍ଟ୍ର ରାଜ୍ୟର ଖାଦ୍ୟ ମୂଲ୍ୟ ଶୃଙ୍ଖଳାରେ ଜାପାନୀ କମ୍ପାନୀଗୁଡ଼ିକର ନିବେଶ ଲାଗି ସୁବିଧା କରିବା ।

10

ତ୍ତର ପ୍ରଦେଶରେ ଖାଦ୍ୟ ମୂଲ୍ୟ ଶୃଙ୍ଖଳାର ବିକାଶ ଲାଗି କୃଷି,ବନୀକରଣ ଏବଂ ମତ୍ସ୍ୟପାଳନ ମନ୍ତ୍ରଣାଳୟଜାପାନ ଏବଂ ଉତ୍ତରପ୍ରଦେଶ ରାଜ୍ୟ ସରକାର,ଭାରତ ମଧ୍ୟରେ ସହଯୋଗ ବୁଝାମଣା

ତ୍ତର ପ୍ରଦେଶ ରାଜ୍ୟର ଖାଦ୍ୟ ମୂଲ୍ୟ ଶୃଙ୍ଖଳାରେ ଜାପାନୀ କମ୍ପାନୀଗୁଡ଼ିକ ପାଇଁ ନିବେଶ ସୁବିଧା କରିବା ।

ଙ. ଅର୍ଥନୀତି

11

ଭାରତର ରପ୍ତାନୀ ଋଣ ଗ୍ୟାରେଂଟି ନିଗମ ଏବଂ ନେକ୍ସିଜାପାନ ମଧ୍ୟରେ ଏମଓୟୁ

ଜାପାନ ଏବଂ ଭାରତ ମଧ୍ୟରେ ବାଣିଜ୍ୟ ଏବଂ ନିବେଶକୁ ତ୍ୱରାନ୍ୱିତ କରିବା ଏବଂ ତୃତୀୟ ରାଷ୍ଟ୍ରରେ ପ୍ରକଳ୍ପ ସହଯୋଗକୁ ସୁଦୃଢ଼ କରିବା ।

ଚ. ଡାକ

12.

ଭାରତର ସରକାରଙ୍କ ଯୋଗାଯୋଗ ମନ୍ତ୍ରଣାଳୟ ଏବଂ ଜାପାନ ସରକାରଙ୍କ ଅନ୍ତରୀଣ ବ୍ୟାପାର ଏବଂ ଯୋଗାଯୋଗ ମନ୍ତ୍ରଣାଳୟ ମଧ୍ୟରେ ଡାକ କ୍ଷେତ୍ରରେ ଏମଓସି ।    

ଯୋଗାଯୋଗ ମନ୍ତ୍ରଣାଳୟ ଏବଂ ଅନ୍ତରୀଣ ବ୍ୟାପାର ଏବଂ ଯୋଗାଯୋଗ ମନ୍ତ୍ରଣାଳୟ ମଧ୍ୟ ଡାକ ସେବା ଆଲୋଚନା ପ୍ରତିଷ୍ଠା ମାଧ୍ୟମରେ ଡାକ କ୍ଷେତ୍ରରେ ସହଯୋଗକୁ ସୁଦୃଢ଼ କରିବା ।

ଛ. ଏସ ଏଣ୍ଡ ଟିଶିକ୍ଷା ବିନିମୟ ଏବଂ ପରିବେଶ

13.

ଗବେଷଣା ସହଭାଗୀତା ଲାଗି ଭାରତୀୟ ବିଜ୍ଞାନ ଏବଂ ଔଦ୍ୟୋଗିକ ଗବେଷଣା ପରିଷଦ (ସିଏସଆଇଆର) ଏବଂ ଜାପାନର ହିରୋସିମା ବିଶ୍ୱବିଦ୍ୟାଳୟ ମଧ୍ୟରେ ଏମଓୟୁ

ଇଲେକଟ୍ରୋନିକ୍ସସେନ୍ସସର୍ସ,ହାଇସ୍ପିଡ ଭିଜନରୋବୋଟିକ୍ସ,ଅତ୍ୟାଧୁନିକ ଉତ୍ପାଦନ ଯେପରିକି ମେକାଟ୍ରୋନିକ୍ସପରିବେଶ ଗବେଷଣାବୁଦ୍ଧିମତାସମ୍ପନ୍ନ ପରିବହନ ଆଦି କ୍ଷେତ୍ରରେ ଗବେଷଣା ଭାଗୀଦାରୀକୁ ପ୍ରୋତ୍ସାହିତ କରିବା ।

14.

ଗବେଷଣା ଭାଗୀଦାରୀ ଲାଗି ଭାରତୀୟ ବିଜ୍ଞାନ ଏବଂ ଔଦ୍ୟୋଗିକ ଗବେଷଣା ପରିଷଦ (ସିଏସଆଇଆର) ଏବଂ ଜାପାନ ଟୋକିଓର ରିସର୍ଚ୍ଚ ସେଂଟର ଫର ଆଡଭାନ୍ସଡ ସାଇନ୍ସ ଏଣ୍ଡ ଟେକନୋଲଜି (ଆରସିଏଏସଟି) ମଧ୍ୟରେ ଏମଓୟୁ

ଅକ୍ଷୟ ଶକ୍ତିଇଲେକଟ୍ରୋନିକ୍ସରୋବୋଟିକ୍ସ/ ଆଇଓଟି ଅତ୍ୟାଧୁନିକ ସରଞ୍ଜାମ ଆଦି କ୍ଷେତ୍ରରେ ଗବେଷଣା ଭାଗୀଦାରୀକୁ ପ୍ରୋତ୍ସାହିତ କରିବା ।

15.

ଭାରତୀୟ ବିଜ୍ଞାନ ଏବଂ ଔଦ୍ୟୋଗିକ ଗବେଷଣା ପରିଷଦ (ସିଏସଆଇଆର) ଏବଂ ଟୋକିଓ ଇନଷ୍ଟିଟ୍ୟୁଟ ଅଫ ଟେକନୋଲଜି,ଜାପାନର ଇନଷ୍ଟିଟ୍ୟୁଟ ଅଫ ଇନୋଭେଟିଭ ରିସର୍ଚ୍ଚ ମଧ୍ୟରେ ଶିଳ୍ପ ଗବେଷଣା ପ୍ରୟୋଗ ପାଇଁ ଆନ୍ତଃବିଷୟବସ୍ତୁ କ୍ଷେତ୍ରରେ ମିଳିତ ଗବେଷଣା ଲାଗି ଚୁକ୍ତି

ଅତ୍ୟାଧୁନିକ ସରଞ୍ଜାମ,ବାୟୋସାଇନ୍ସ ଏବଂ ସୂଚନା ପ୍ରଯୁକ୍ତି ଭଳି କ୍ଷେତ୍ରରେ ଭାରତୀୟ ବିଜ୍ଞାନ ଏବଂ ଔଦ୍ୟୋଗିକ ଗବେଷଣା ପରିଷଦ (ସିଏସଆଇଆର) ଏବଂ ଟୋକିଓ ଇନଷ୍ଟିଟ୍ୟୁଟ ଅଫ ଟେକନୋଲଜିଜାପାନର ଇନଷ୍ଟିଟ୍ୟୁଟ ଅଫ ଇନୋଭେଟିଭ ରିସର୍ଚ୍ଚ ମଧ୍ୟରେ ଗବେଷଣା ଭାଗୀଦାରୀ ପ୍ରତିଷ୍ଠା କରିବା ।

16.

ଭାରତ ସରକାରଙ୍କ ଯୋଗାଯୋଗ ମନ୍ତ୍ରଣାଳୟ ଏବଂ ଜାପାନ ସରକାରଙ୍କ ଅନ୍ତରୀଣ ବ୍ୟାପାର ଏବଂ ଯୋଗାଯୋଗ ମନ୍ତ୍ରଣାଳୟ ମଧ୍ୟରେ ଡାକ କ୍ଷେତ୍ରରେ ଏମଓସି

ଯୋଗାଯୋଗ ମନ୍ତ୍ରଣାଳୟ ଏବଂ ଅନ୍ତରୀଣ ବ୍ୟାପାର ଏବଂ ଯୋଗାଯୋଗ ମନ୍ତ୍ରଣାଳୟ ମଧ୍ୟରେ ଡାକ ସେବା ଆଲୋଚନା ପ୍ରତିଷ୍ଠା ସମେତ ଡାକ ସେବା କ୍ଷେତ୍ରରେ ସହଯୋଗକୁ ସୁଦୃଢ଼ କରିବା

17.

ପରିବେଶ ସହଯୋଗ କ୍ଷେତ୍ରରେ ଭାରତ ଏବଂ ଜାପାନ ମଧ୍ୟରେ ଏମଓସି     

ପରିବେଶର ସୁରକ୍ଷା ଏବଂ ଉନ୍ନତି ପାଇଁ ଭାରତ ଏବଂ ଜାପାନ ମଧ୍ୟରେ ବ୍ୟାପକ ସହଯୋଗକୁ ପ୍ରୋତ୍ସାହିତ କରିବା

18

ଶିକ୍ଷାଗତ ଏବଂ ଗବେଷଣା ବିନିମୟ ଲାଗି ଭାରତର ଜାତୀୟଫାର୍ମାସ୍ୟୁଟିକାଲ ଶିକ୍ଷା ଏବଂ ଗବେଷଣା ସଂସ୍ଥାନ (ଏନଆଇପିଇଆର) ଏବଂ ଜାପାନର ସିଜୌକା ବିଶ୍ୱବିଦ୍ୟାଳୟ ମଧ୍ୟରେ ଏମଓୟୁ       

ଜାତୀୟ ଫାର୍ମାସ୍ୟୁଟିକାଲ ଶିକ୍ଷା ଏବଂ ଗବେଷଣା ସଂସ୍ଥାନ (ଏନଆଇପିଇଆର) ଏସଏସଏସ ନଗରଏବଂ  ସିଜୌକା ବିଶ୍ୱ ବିଦ୍ୟାଳୟ ମଧ୍ୟରେ ଶିକ୍ଷାଗତ ସମ୍ପର୍କକୁ ପ୍ରୋତ୍ସାହନ ଦେବା ।

19.

ନାଗାସାକି ବିଶ୍ୱ ବିଦ୍ୟାଳୟ ଏବଂ ଆଇଆଇଆଇଟିଡିଏମ କାଂଚିପୁରମ,ଭାରତ ମଧ୍ୟରେ ଭାରତ-ଜାପାନ ବିଶ୍ୱସ୍ତରୀୟ ଷ୍ଟାର୍ଟଅପ ଦିଗରେ ଅଧିକ ସହଯୋଗ ଲାଗି ବୁଝାମଣାପତ୍ର

ଇଣ୍ଡୋ-ଜାପାନ ବିଶ୍ୱସ୍ତରୀୟ ଷ୍ଟାର୍ଟଅପ ସହିତ ସୂଚନା ପ୍ରଯୁକ୍ତି ଏବଂ ମାନବ ସମ୍ବଳ ବିକାଶ

20.

ଭାରତର ହାଇଦ୍ରାବାଦସ୍ଥିତ ଇଣ୍ଡିଆନ ଇନଷ୍ଟିଟ୍ୟୁଟ ଅଫ ଟେକନୋଲଜି ଏବଂ ହିରୋସୀମା ବିଶ୍ୱବିଦ୍ୟାଳୟ ମଧ୍ୟରେ ଶିକ୍ଷାଦାନ ଏବଂ ପାଠ୍ୟକ୍ରମ ବିନିମୟ ଲାଗି ବୁଝାମଣାପତ୍ର

ଦୁଇଟି ସଂସ୍ଥାନ ମଧ୍ୟରେ ଛାତ୍ରଛାତ୍ରୀ ଏବଂ ଶିକ୍ଷକ ବିନିମୟ ଏବଂ ମିଳିତ ଗବେଷଣାକୁ ପ୍ରୋତ୍ସାହନ

21.

ହାଇଦ୍ରାବାଦସ୍ଥିତ ଇଣ୍ଡିଆନ ଇନଷ୍ଟିଟ୍ୟୁଟ ଅଫ ଟେକନୋଲଜି ଏବଂ ନ୍ୟାସନାଲ ଇନଷ୍ଟିଟ୍ୟୁଟ ଅଫ ଇଣ୍ଡଷ୍ଟ୍ରିଆଲ ସାଇନ୍ସ ଏଣ୍ଡ ଟେକନୋଲଜି ମଧ୍ୟରେ ବୁଝାମଣାପତ୍ର       

ଦୁଇଟି ସଂସ୍ଥାନ ମଧ୍ୟରେ ଛାତ୍ରଛାତ୍ରୀ ଏବଂ ଶିକ୍ଷକ ବିନିମୟ ଏବଂ ମିଳିତ ଗବେଷଣା ପ୍ରୋତ୍ସାହନ

22.

(ଚୁକ୍ତି) ଇଣ୍ଡିଆନ ଇନଷ୍ଟିଟ୍ୟୁଟ ଅଫ ଟେକନୋଲଜି କାନପୁର ଏବଂ ଫ୍ୟାକଲ୍ଟିଗ୍ରାଜୁଏଟ ସ୍କୁଲ ଆଣ୍ଡ ସ୍କୁଲ ଅଫ ଇଞ୍ଜିନିୟରିଂଗ୍ରାଜୁଏଟ ସ୍କୁଲ ଅଫ ଇନଫରମେସନ ସାଇନ୍ସ ଏଣ୍ଡ ଟେକନୋଲଜିଗ୍ରାଜୁଏଟ ସ୍କୁଲ ଅଫ କେମିକାଲ ସାଇନ୍ସେସ ଏଣ୍ଡ ଇଞ୍ଜିନିୟରିଂହୋକ୍କାଇଡୋ ବିଶ୍ୱବିଦ୍ୟାଳୟ ମଧ୍ୟରେ ଶିକ୍ଷାଗତ ବିନିମୟ ଚୁକ୍ତି;

ଇଣ୍ଡିଆନ ଇନଷ୍ଟିଟ୍ୟୁଟ ଅଫ ଟେକନୋଲଜି କାନପୁର ଏବଂ ଫ୍ୟାକଲ୍ଟିଗ୍ରାଜୁଏଟ ସ୍କୁଲ ଆଣ୍ଡ ସ୍କୁଲ ଅଫ ଇଞ୍ଜିନିୟରିଂଗ୍ରାଜୁଏଟ ସ୍କୁଲ ଅଫ ଇନଫରମେସନ ସାଇନ୍ସ ଏଣ୍ଡ ଟେକନୋଲଜିଗ୍ରାଜୁଏଟ ସ୍କୁଲ ଅଫ କେମିକାଲ ସାଇନ୍ସେସ ଏଣ୍ଡ ଇଞ୍ଜିନିୟରିଂହୋକ୍କାଇଡୋ ବିଶ୍ୱବିଦ୍ୟାଳୟ ମଧ୍ୟରେ ବୁଝାମଣାପତ୍ର (ଏମଓୟୁ)

ଦୁଇଟି ସଂସ୍ଥାନ ମଧ୍ୟରେ ଛାତ୍ରଛାତ୍ରୀ ଏବଂ ଶିକ୍ଷକ ବିନିମୟ ଏବଂ ମିଳିତ ଗବେଷଣା ପ୍ରୋତ୍ସାହନ

ଜ. କ୍ରୀଡ଼ା

23.

ଶିକ୍ଷାଗତ ବିନିମୟ ଏବଂ କ୍ରୀଡ଼ା ସହଯୋଗ ଲାଗି ଭାରତୀୟ କ୍ରୀଡ଼ା ପ୍ରାଧିକରଣ (ସାଇ) ଏବଂ ଜାପାନର ସୁକୁବା ବିଶ୍ୱବିଦ୍ୟାଳୟ ମଧ୍ୟରେ ଏମଓୟୁ 

କ୍ରୀଡ଼ା ବିକାଶ କ୍ଷେତ୍ରରେ ସହଯୋଗକୁ ସୁଦୃଢ଼ କରିବା ଏବଂ ମିଳିତ କାର୍ଯ୍ୟକ୍ରମ ଜରିଆରେ ଉତ୍କର୍ଷ ଲାଭ କରିବା ।

ନିମ୍ନଲିଖିତ ପାଇଁ ଋଣ ଚୁକ୍ତି ଲାଗି ନୋଟ୍ସ ଆଦାନପ୍ରଦାନ

24.

ମୁମ୍ବାଇ ଅହମ୍ମଦାବାଦ ଦ୍ରୁତଗାମୀ ରେଳ (II) ପ୍ରକଳ୍ପ ନିର୍ମାଣ

25.

ଉମିଆମ-ଉମତ୍ରୁ ଷ୍ଟେଜ-III ଜଳବିଦ୍ୟୁତ ଶକ୍ତି କେନ୍ଦ୍ରର ପୁନରୁଦ୍ଧାର ଏବଂ ଆଧୁନିକୀକରଣ ପ୍ରକଳ୍ପ

26.

ଦିଲ୍ଲୀ ଦ୍ରୁତ ଗଣ ପରିବହନ ବ୍ୟବସ୍ଥା ପ୍ରକଳ୍ପ (ପର୍ଯ୍ୟାୟ-3)

27.

ତ୍ତର ପୂର୍ବ ସଡ଼କ ନେଟୱାର୍କ ଯୋଗାଯୋଗ ଉନ୍ନତିକରଣ ପ୍ରକଳ୍ପ

28.

ତ୍ରିପୁରାରେ ନିରନ୍ତର ଜଳଗ୍ରହ ଜଙ୍ଗଲ ପରିଚାଳନା ପ୍ରକଳ୍ପ

ଜିଟୁବି/ବିଟୁବି ଚୁକ୍ତି

29.

ଜାପାନର କାଗୋମେ କୋ. ଲିମିଟେଡ ଏବଂ ଭାରତ ସରକାରଙ୍କ ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗ ମଧ୍ୟରେ ବୁଝାମଣାପତ୍ର

30.

ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସବିଆଇ) ଏବଂ ଏସବିଆଇ ପେମେଂଟ୍ସ ସର୍ଭିସେସ ପ୍ରାଃ ଲି. ଏବଂ ହିଟାଚି ପେମେଣ୍ଟ ସର୍ଭିସେସ ପ୍ରା. ଲି. ମଧ୍ୟରେ ଯୁଗ୍ମ ଉଦ୍ୟୋଗ ଚୁକ୍ତି

31.

ନିସାନ ଷ୍ଟିଲ ଇଣ୍ଡଷ୍ଟ୍ରୀ କୋ ଲିଃ. ଜାପାନ ଏବଂ ଭାରତ ସରକାରଙ୍କ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ମନ୍ତ୍ରଣାଳୟ ମଧ୍ୟରେ ବୁଝାମଣା

32.

ଉଭୟ ଭାରତ ଏବଂ ଜାପାନ ସରକାରଙ୍କ ସହଯୋଗରେ57ଟି ଜାପାନୀ କମ୍ପାନୀ ଦ୍ୱାରା ଭାରତରେ ଘରୋଇ କ୍ଷେତ୍ରରେ ନିବେଶ ପ୍ରକଳ୍ପ ପ୍ରସ୍ତାବ ଏବଂ 15ଟି ଭାରତୀୟ କମ୍ପାନୀଙ୍କ ଦ୍ୱାରା ଜାପାନରେ ନିବେଶ ଲାଗି ଉଦ୍ଦେଶ୍ୟ ଏବଂ ଅନୁମୋଦନପତ୍ର

 

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Vikas Bhi, Virasat Bhi: How JATAN, AI and Digital Archives are revolutionising India’s cultural heritage preservation

Media Coverage

Vikas Bhi, Virasat Bhi: How JATAN, AI and Digital Archives are revolutionising India’s cultural heritage preservation
NM on the go

Nm on the go

Always be the first to hear from the PM. Get the App Now!
...
Prime Minister hosts Commonwealth Games 2026 medal winners
August 09, 2026

The Prime Minister, Shri Narendra Modi today hosted India’s outstanding medal winners from the Commonwealth Games 2026 at 7 Lok Kalyan Marg. Shri Modi interacted with the athletes and heard about their experiences from the Games.

The Prime Minister said that the athletes’ achievements are a source of immense pride for the entire country and will inspire many youngsters to take up sports.

Shri Modi posted on X:

Delighted to host our outstanding medal winners from the Commonwealth Games 2026 at 7, Lok Kalyan Marg. Heard about their experiences from the Games.

Each one of them has made our nation proud through their exceptional performances. Their success will motivate many youngsters.