ସେୟାର
 
Comments

କ୍ରମିକସୂଚୀ

ଚୁକ୍ତିନାମା/ବୁଝାମଣା ପତ୍ରର ନାମ

ଭାରତ ପକ୍ଷରୁ ଚୁକ୍ତି ସ୍ୱାକ୍ଷରକାରୀ

ମାଳଦ୍ୱୀପ ପକ୍ଷରୁ ଚୁକ୍ତି ସ୍ୱାକ୍ଷରକାରୀ

1.

ଭାରତୀୟ ନୌସେନା ଏବଂ ମାଳଦ୍ୱୀପ ଜାତୀୟ ପ୍ରତିରକ୍ଷା ବାହିନୀ ମଧ୍ୟରେ ଜଳବିଜ୍ଞାନ କ୍ଷେତ୍ରରେ ସହଯୋଗ ପାଇଁ ସ୍ୱାକ୍ଷରିତ ବୁଝାମଣା ପତ୍ର

ବିଜୟ ଗୋଖଲେ,

ବୈଦେଶିକ ସଚିବ

ଉଜା. ମାରିଆ ଅହମ୍ମଦ ଦିଦି, ପ୍ରତିରକ୍ଷା ମନ୍ତ୍ରୀ

2.

ଭାରତ ସରକାର ଏବଂ ମାଳଦ୍ୱୀପ ସରକାରଙ୍କ ମଧ୍ୟରେ ସ୍ୱାସ୍ଥ୍ୟ କ୍ଷେତ୍ରରେ ସହଯୋଗ ପାଇଁ ସ୍ୱାକ୍ଷରିତ ବୁଝାମଣା ପତ୍ର

ସଞ୍ଜୟ ସୁଧୀର,

ଭାରତୀୟ ରାଷ୍ଟ୍ରଦୂତ

ଅବଦୁଲ୍ଲା ଆମୀନ୍‌, ସ୍ୱାସ୍ଥ୍ୟ ମନ୍ତ୍ରୀ

3.

ଭାରତ ସରକାରଙ୍କ ଜାହାଜ ଚଳାଚଳ ମନ୍ତ୍ରଣାଳୟ ଓ ମାଳଦ୍ୱୀପର ପରିବହନ ଓ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ମଧ୍ୟରେ ସମୁଦ୍ରରେ ଯାତ୍ରୀବାହୀ ଓ ମାଲ ପରିବହନ ସେବା ସ୍ଥାପନ ସକାଶେ ସ୍ୱାକ୍ଷରିତ ବୁଝାମଣା ପତ୍ର

ସଞ୍ଜୟ ସୁଧୀର,

ଭାରତୀୟ ରାଷ୍ଟ୍ରଦୂତ

ଐସାଥ ନହୁଲା, ପରିବହନ ଓ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ

 

4.

ଭାରତର କେନ୍ଦ୍ରୀୟ ଅପ୍ରତ୍ୟକ୍ଷ କର ଓ ବହିଃଶୁଳ୍କ ବୋର୍ଡ଼ ଏବଂ ମାଳଦ୍ୱୀପର ବହିଃଶୁଳ୍କ ସେବା ସଂସ୍ଥା ମଧ୍ୟରେ ବହିଃଶୁଳ୍କ କ୍ଷେତ୍ରରେ ଦକ୍ଷତା ବୃଦ୍ଧି ସକାଶେ ସ୍ୱାକ୍ଷରିତ ବୁଝାମଣା ପତ୍ର

ସଞ୍ଜୟ ସୁଧୀର,

ଭାରତୀୟ ରାଷ୍ଟ୍ରଦୂତ

ଅହମ୍ମଦ ନୁମାନ,

ବହିଃଶୁଳ୍କ କମିଶନର ଜେନେରାଲ

5.

 ଭାରତ ସରକାରଙ୍କ ପ୍ରଶାସନିକ ସଂସ୍କାର ଓ ଜନ ଅଭିଯୋଗ ବିଭାଗର ଜାତୀୟ ଗୁଡ଼ ଗଭର୍ଣ୍ଣାନ୍ସ ଏବଂ ମାଳଦ୍ୱୀପ ସରକାରଙ୍କ ସିଭିଲ ସର୍ଭିସ କମିଶନଙ୍କ ମଧ୍ୟରେ ମାଳଦ୍ୱୀପର ପ୍ରଶାସନିକ ଅଧିକାରୀମାନଙ୍କ ଦକ୍ଷତା ବୃଦ୍ଧି ପାଇଁ ତାଲିମ ସକାଶେ ସ୍ୱାକ୍ଷରିତ ବୁଝାମଣା ପତ୍ର

ସଞ୍ଜୟ ସୁଧୀର,

ଭାରତୀୟ ରାଷ୍ଟ୍ରଦୂତ

ଡକ୍ଟର ଆଲି ଶାମିମ୍‌,

ମାଳଦ୍ୱୀପର ସିଭିଲ୍‌ ସର୍ଭିସ କମିଶନଙ୍କ ସଭାପତି/ ଅଧ୍ୟକ୍ଷ

6.

ଭାରତୀୟ ନୌସେନା ଏବଂ ମାଳଦ୍ୱୀପ ପ୍ରତିରକ୍ଷା ବଳ ମଧ୍ୟରେ ଶ୍ୱେତ ଜାହାଜ ଚଳାଚଳ ସୂଚନା ଆଦାନପ୍ରଦାନ ସକାଶେ ସ୍ୱାକ୍ଷରିତ ବୈଷୟିକ ରାଜିନାମା

ସଞ୍ଜୟ ସୁଧୀର,

ଭାରତୀୟ ରାଷ୍ଟ୍ରଦୂତ

ବ୍ରିଗେଡ଼ିୟର ଜେନେରାଲ ଅବଦୁଲ ରହୀମ୍‌ ଅବଦୁଲ ଲଥିଫ୍‌,

ପ୍ରତିରକ୍ଷା ବଳ ଉପମୁଖ୍ୟ

 

20ଟି ଫୋଟଚିତ୍ର 20 ବର୍ଷର ସେବା ଓ ସମର୍ପଣର ବ୍ୟାଖ୍ୟା କରୁଛି
Explore More
ଆମକୁ ‘ଚଳେଇ ନେବା’ ମାନସିକତାକୁ ଛାଡି  'ବଦଳିପାରିବ' ମାନସିକତାକୁ ଆଣିବାକୁ ପଡ଼ିବ :ପ୍ରଧାନମନ୍ତ୍ରୀ ମୋଦୀ

ଲୋକପ୍ରିୟ ଅଭିଭାଷଣ

ଆମକୁ ‘ଚଳେଇ ନେବା’ ମାନସିକତାକୁ ଛାଡି 'ବଦଳିପାରିବ' ମାନସିକତାକୁ ଆଣିବାକୁ ପଡ଼ିବ :ପ୍ରଧାନମନ୍ତ୍ରୀ ମୋଦୀ
Prime Minister Modi lived up to the trust, the dream of making India a superpower is in safe hands: Rakesh Jhunjhunwala

Media Coverage

Prime Minister Modi lived up to the trust, the dream of making India a superpower is in safe hands: Rakesh Jhunjhunwala
...

Nm on the go

Always be the first to hear from the PM. Get the App Now!
...
Social Media Corner 24th October 2021
October 24, 2021
ସେୟାର
 
Comments

Citizens across the country fee inspired by the stories of positivity shared by PM Modi on #MannKiBaat.

Modi Govt leaving no stone unturned to make India self-reliant