ପ୍ରଧାନମନ୍ତ୍ରୀ ମୋଦୀ ଆଜି ଯୋଗାଭ୍ୟାସର ଆଉ ଗୋଟିଏ 3ଡି ଏନିମେଟଡ ଭିଡିଓ ସେୟାର କରିଛନ୍ତି । ନୂଆ ଭିଡିଓରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ 'ପାଦହସ୍ତାସନ' ର ଅଭ୍ୟାସ କରିବା ଦେଖାଯାଉଛନ୍ତି ଏବଂ ଏପରିକି ଏହି କଥା ଉପରେ ଗୁରୁତ୍ୱ ପ୍ରକାଶ କରିଛନ୍ତି ଯେ ପାଦହସ୍ତାସନ ଶରୀରକୁ କିପରି ସ୍ୱାସ୍ଥ୍ୟ ଏବଂ ମନ ଶାନ୍ତି କରିବ ।
ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ 'ତ୍ରିକୋଣାସନ', 'ତାଡ଼ାସନ' ,'ବୃକ୍ଷାସନ' ଏବଂ ଅର୍ଦ୍ଧଚକ୍ରାସନ ଅଭ୍ୟାସର 3ଡି ଏନିମେଟଡ ଭିଡିଓ ସେୟାର କରିଥିଲେ ।
Making Padahastasana a regular part of your lives will make your body healthier and your mind calmer. What more can one ask for! pic.twitter.com/eOe5SxybHV
— Narendra Modi (@narendramodi) April 10, 2018


