168 IRS officer trainees meet PM Modi
Work towards meeting aspirations of people: PM urges IRS officers

ଭାରତୀୟ ରାଜସ୍ୱ ସେବାର 168 ଜଣ ପ୍ରଶିକ୍ଷଣ ନେଉଥିବା ଶିକ୍ଷାନବିଶ ଅଧିକାରୀ (ଭୂଟାନ ରୟାଲ ସେବାର ଦୁଇ ଜଣଙ୍କ ସମେତ) ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି ।

ଶିକ୍ଷାନବିଶ ଅଧିକାରୀମାନେ ପ୍ରଧାନମନ୍ତ୍ରୀଙ୍କ ସହ କେନ୍ଦ୍ର ବଜେଟ, ଟିକସଦାତାଙ୍କ ସଂଖ୍ୟା ବୃଦ୍ଧି, ନବସୃଜନ ଏବଂ ଦୈନନ୍ଦିନ ଜୀବନରେ ଟେକ୍ନୋଲଜିର ପ୍ରୟୋଗ ସମ୍ପର୍କରେ ବ୍ୟାପକ ମତ ବିନିମୟ କରିଥିଲେ ।

ଏହି ଅବରସରରେ ପ୍ରଧାନମନ୍ତ୍ରୀ ଜନସାଧାରଣଙ୍କ ଆଶା ଆକାଂକ୍ଷା ପୂରଣ ଦିଗରେ ଅନବରତ ପ୍ରୟାସ କରିବାକୁ ପ୍ରଶିକ୍ଷଣ ନେଉଥିବା ଶିକ୍ଷାନବିଶ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
18% tariffs, boosts to exports, agriculture protected: How India benefits from trade deal with US? Explained

Media Coverage

18% tariffs, boosts to exports, agriculture protected: How India benefits from trade deal with US? Explained
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଫେବୃୟାରୀ 8, 2026
February 08, 2026

India Empowered: From Semiconductor Surge to Diaspora Pride Under PM Modi