ରାଷ୍ଟ୍ରପତିଙ୍କୁ ଧନ୍ୟବାଦ ପ୍ରସ୍ତାବ ସଂକ୍ରାନ୍ତ ଆଲୋଚନା ଶେଷରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ରାଜ୍ୟସଭାରେ ତାଙ୍କ ଉତ୍ତର ରଖିଛନ୍ତି । ସେ କହିଲେ,ଭାରତୀୟ ରିଜର୍ଭ ବ୍ୟାଙ୍କ ଭଳି ସଂସ୍ଥାନକୁ ରାଜନୀତିରୁ ଦୂରରେ ରଖିବା ଆବଶ୍ୟକ । ମୁଁ ବୁଝୁଛି ଯେ ମୋ ଉପରେ ଆକ୍ରମଣ ହେଉ, ଆମ ଦଳ ଉପରେ ଆକ୍ରମଣ ହେଉ, ଆମ ସରକାର ଉପରେ ଆକ୍ରମଣ ହେଉ, ବହୁତ ସ୍ୱଭାବିକ ଅଟେ, ତାହା ଚାଲୁ ରହିବ ନିଜ ବାଟରେ । କିନ୍ତୁ ରିଜର୍ଭ ବ୍ୟାଙ୍କକୁ ଟାଣିବାର କୌଣସି କାରଣ ନାହିଁ । ଅର୍ଥ ବ୍ୟବସ୍ଥାକୁ ଚଳାଇବାରେ ରିଜର୍ଭ ବ୍ୟାଙ୍କର ବହୁତ ବଡ଼ ଭୂମିକା ରହିଥାଏ । ତାହାର ବିଶ୍ୱାସନୀୟତା ଦିଗରେ ଆମର ସକାରାତ୍ମକ ସକ୍ରିୟ ଯୋଗଦାନ ହେବା ଦରକାର ।

ଶ୍ରୀ ମୋଦୀ କହିଲେ ,ଆଉ ଆମେ କ’ଣ କରିଛୁ । ଆରବିଆଇର ତାକତ ବଢୁ, ତାହାର ନିଷ୍ପତ୍ତି ଏନଡିଏ ସରକାର ଆସି କରିଛନ୍ତି । ଆମେ ଆରବିଆଇ ଆଇନକୁ ସଂଶୋଧନ କରି ଆର୍ଥିକ ନୀତି କମିଟିର ସ୍ଥାପନା କରିଛୁ । କେତେ ବର୍ଷ ହେଲାଣି ତାହାର ଚର୍ଚ୍ଚା ଚାଲୁ ରହିଥିଲା, କେହି କରୁ ନଥିଲେ,କିନ୍ତୁ ଏନଡିଏ ସରକାରଏହା କରି ଦେଖାଇଲା ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Cabinet approves ₹1,570 crore ship repair facility at Vadinar, Gujarat

Media Coverage

Cabinet approves ₹1,570 crore ship repair facility at Vadinar, Gujarat
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମେ 6, 2026
May 06, 2026

New India, New Pride: When Self-Reliance Meets Results — A Tribute to PM Modi