ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କହିଛନ୍ତି ଯେ, ଭାରତ ଓ ଆଫଗାନିସ୍ତାନ ଏକଜୁଟ ହୋଇ ଓ ସହଭାଗୀ ସଂକଳ୍ପ ସହିତ କୋଭିଡ-19ର ଏକତ୍ର ମୁକାବିଲା କରିବେ । ଆଫଗାନିସ୍ତାନକୁ ଆବଶ୍ୟକ ଜରୁରି ଔଷଧ ହାଇଡ୍ରୋକ୍ସି କ୍ଳୋରୋକୁଇନ, ପାରାସିଟାମଲ ଓ ଅନ୍ୟାନ୍ୟ ସାମଗ୍ରୀ ଉପଲବ୍ଧ କରାଇଥିବାରୁ ଆଫଗାନିସ୍ତାନର ରାଷ୍ଟ୍ରପତି ଡଃ ଅଶରଫ ଘନୀ ଏକ ଟ୍ଵିତ କରିଥିଲେ । ଏହାର ଉତ୍ତର ରଖି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଉପରୋକ୍ତ ଟିପ୍ପଣୀ ଦେଇଥିଲେ ।

ଆଫଗାନିସ୍ତାନ ରାଷ୍ଟ୍ରପତିଙ୍କ ଟ୍ଵିଟର ଉତ୍ତରରେ ପ୍ରଧାନମନ୍ତ୍ରୀ ମୋଦୀ ଏକ ଟ୍ଵିଟରେ କହିଥିଲେ, “ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଏକ ସ୍ଵତନ୍ତ୍ର ବନ୍ଧୁତା ରହିଛି, ଯାହା ଐତିହାସିକ, ଭୌଗଳିକ ଓ ସାଂସ୍କୃତିକ ସମ୍ପର୍କ ଉପରେ ଆଧାରିତ । ଦୀର୍ଘ ସମୟ ଧରି ଆମେ ଆତଙ୍କବାଦର ସଙ୍କଟ ବିରୁଦ୍ଧରେ ମିଳିତ ଭାବେ ଲଢେଇ କରିଛୁ । ଆମେ ଏହିପରି ଏକଜୁଟ ହୋଇ ତଥା ସହଭାଗୀ ସଂକଳ୍ପ ସହତି କୋଭିଡ-19ର ମୁକାବିଲା କରିବୁ” ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Jan Dhan accounts hold Rs 2.75 lakh crore in banks: Official

Media Coverage

Jan Dhan accounts hold Rs 2.75 lakh crore in banks: Official
NM on the go

Nm on the go

Always be the first to hear from the PM. Get the App Now!
...
Prime Minister condoles loss of lives due to a mishap in Nashik, Maharashtra
December 07, 2025

The Prime Minister, Shri Narendra Modi has expressed deep grief over the loss of lives due to a mishap in Nashik, Maharashtra.

Shri Modi also prayed for the speedy recovery of those injured in the mishap.

The Prime Minister’s Office posted on X;

“Deeply saddened by the loss of lives due to a mishap in Nashik, Maharashtra. My thoughts are with those who have lost their loved ones. I pray that the injured recover soon: PM @narendramodi”