ମହାମାନ୍ୟ ରାଷ୍ଟ୍ରପତି ଧରମବୀର ଗୋକୁଳ ଜୀ

ପ୍ରଥମ ମହିଳା ଶ୍ରୀମକୀ ବୃନ୍ଦା ଗୋକୁଳ ଜୀ

ଉପରାଷ୍ଟ୍ରପତି ରୋବର୍ଟ ହଙ୍ଗଲୀ ଜୀ

ପ୍ରଧାନମନ୍ତ୍ରୀ ରାମଗୁଲାମ ଜୀ

ବିଶିଷ୍ଟ ଅତିଥିଗଣ,

ମରିସସର ରାଷ୍ଟ୍ରୀୟ ଦିବସ ସମାରୋହରେ ମୁଖ୍ୟ ଅତିଥି ଭାବେ ପୁଣି ଥରେ ସାମିଲ ହେବା ମୋ ପାଇଁ ସୌଭାଗ୍ୟର ବିଷୟ ।

ଏହି ଆତିଥ୍ୟ ସକ୍ରାର ଏବଂ ସମ୍ମାନ ପାଇଁ ରାଷ୍ଟ୍ରପତି ଜୀଙ୍କୁ କୃତଜ୍ଞତା ଜଣାଉଛି ।

ଏହା କେବଳ ଭୋଜନର ସମୟ ନୁହେଁ, ବରଂ ଭାରତ ଓ ମରିସସର ଜୀବନ୍ତ ଏବଂ ଘନିଷ୍ଠ ସମ୍ବନ୍ଧର ପ୍ରତୀକ ।

ମରିସସର ଥାଳିରେ କେବଳ ସ୍ୱାଦ ନୁହେଁ, ବରଂ ମରିସସର ସମୃଦ୍ଧ ସାମାଜିକ ବିବିଧତାର ଝଲକ ମଧ୍ୟ ଅଛି ।

ଏଥିରେ ଭାରତ ଓ ମରିସସର ମିଳିତ ଐତିହ୍ୟ ମଧ୍ୟ ଜଡ଼ିତ ।

ମରିସସର ଆତିଥ୍ୟରେ ଆମ ମିତ୍ରତାର ମଧୁର ସମ୍ପର୍କ ସମାହିତ ।

ଏହି ଅବସରରେ ମୁଁ ମହାମାନ୍ୟ ରାଷ୍ଟ୍ରପତି ଧରମବୀର ଗୋକୁଳ ଜୀ ଏବଂ ଶ୍ରୀମତୀ ବୃନ୍ଦା ଗୋକୁଳ ଜୀଙ୍କ ଉତ୍ତମ ସ୍ୱାସ୍ଥ୍ୟ ଏବଂ କଲ୍ୟାଣ, ମରିସସ ଜନସାଧାରଣଙ୍କ ନିରନ୍ତର ପ୍ରଗତି, ସମୃଦ୍ଧି ଏବଂ ଖୁସି କାମନା କରୁଛି ; ଏବଂ ଆମର ସମ୍ବନ୍ଧ ପାଇଁ ଭାରତର ପ୍ରତିବଦ୍ଧତା ଦୋହରାଉଛି ।

ଜୟହିନ୍ଦ!

ବିବେ ମାରିସ୍!

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India’s continuing tradition of celebrating its teachers

Media Coverage

India’s continuing tradition of celebrating its teachers
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ସେପ୍ଟେମ୍ବର 5, 2026
September 05, 2026

The New Indian Equation: Policy + People = Tangible Progress Under PM Modi