ସାରା ବିଶ୍ୱରେ ଆନ୍ତର୍ଜାତିକ ଯୋଗ ଦିବସ ଅବସରରେ ବଡ଼ ଉତ୍ସାହର ସହିତ ପାଳନ କରିବାର ଦେଖାଯାଉଛି । ସମସ୍ତ ଆୟୁବର୍ଗ ଏବଂ ସମସ୍ତ କ୍ଷେତ୍ରର ଲୋକେ ଯୋଗ ଦିବସ ସମାରୋହରେ ସାମିଲ ହେଉଛନ୍ତି ଏବଂ ଏହି ଅଭିଯାନକୁ ଆଗକୁ ବଢ଼ାଉଛନ୍ତି ।
Here are a few glimpses from the Yoga Day celebrations this year:






























