ସେୟାର
 
Comments

ଏକ ଟ୍ୱିଟ୍ ଯୋଗେ କହିଛନ୍ତି ଯେ 

“ଦେଶର ଶହେଟି ସ୍ଥାନରେ କିଷାନ ଡ୍ରୋନ କାର୍ଯ୍ୟ ଦେଖି ବେଶ ଆନନ୍ଦିତ । ଏହା ଏକ ଦକ୍ଷ ଷ୍ଟାର୍ଟଅପ @garuda_india.ର ପ୍ରଶଂସନୀୟ ପଦକ୍ଷେପ ।

“ନବୀନତମ ବୈଷୟିକଜ୍ଞାନ ଆମର ଚାଷୀଙ୍କୁ ସଶକ୍ତ କରିବା ସହ କୃଷିକୁ ଅଧିକ ଲାଭଜନକ କରିବ ।”

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Share beneficiary interaction videos of India's evolving story..
Explore More
ପ୍ରଧାନମନ୍ତ୍ରୀଙ୍କ ‘ପରୀକ୍ଷା ପେ ଚର୍ଚ୍ଚା’ ପିଏମ୍ ମୋଦୀଙ୍କ ସହ

ଲୋକପ୍ରିୟ ଅଭିଭାଷଣ

ପ୍ରଧାନମନ୍ତ୍ରୀଙ୍କ ‘ପରୀକ୍ଷା ପେ ଚର୍ଚ୍ଚା’ ପିଏମ୍ ମୋଦୀଙ୍କ ସହ
Smriti Irani writes: On women’s rights, West takes a backward step, and India shows the way

Media Coverage

Smriti Irani writes: On women’s rights, West takes a backward step, and India shows the way
...

Nm on the go

Always be the first to hear from the PM. Get the App Now!
...
ଜି -୭ ଶିଖର ସମ୍ମିଳନୀ ଅବସରରେ ଆର୍ଜେଣ୍ଟିନାର ରାଷ୍ଟ୍ରପତିଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ
June 27, 2022
ସେୟାର
 
Comments

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୬ ଜୁନ୍‍ ୨୦୨୨ରେ ମୁନିଚ ଠାରେ ଜି-୭ ଶିଖର ସମ୍ମିଳନୀ ଅବସରରେ ଆର୍ଜେଣ୍ଟିନାର ରାଷ୍ଟ୍ରପତି ମାନ୍ୟବର ଶ୍ରୀ ଆଲବର୍ଟୋ ଫର୍ଣ୍ଣାଡେଜ୍‍ଙ୍କୁ ଭେଟିଛନ୍ତି ।

ଦୁଇ ନେତାଙ୍କ ମଧ୍ୟରେ ଏହା ପ୍ରଥମ ଦ୍ୱିପାକ୍ଷିକ ବୈଠକ ଥିଲା । ସେମାନେ ୨୦୧୯ ରେ ପ୍ରତିଷ୍ଠିତ ଦ୍ୱିପାକ୍ଷିକ ରଣନୀତିକ ଭାଗିଦାରୀର କାର୍ଯ୍ୟ ଅଗ୍ରଗତିର ସମୀକ୍ଷା କରିଥିଲେ । ବାଣିଜ୍ୟ ଏବଂ ପୁଞ୍ଜି ବିନିଯୋଗ ସହିତ ବିଭିନ୍ନ ପ୍ରସଙ୍ଗ ବିଶେଷ କରି ଔଷଧ, ଦକ୍ଷିଣ-ଦକ୍ଷିଣ ସହଯୋଗ, ଜଳବାୟୁ କାର୍ଯ୍ୟଯୋଜନା, ଅକ୍ଷୟ ଶକ୍ତି, ଆଣବିକ ଔଷଧ, ବୈଦ୍ୟୁତିକ ଗତିଶୀଳତା, ପ୍ରତିରକ୍ଷା ସହଯୋଗ, କୃଷି ଏବଂ ଖାଦ୍ୟ ସୁରକ୍ଷା, ପାରମ୍ପାରିକ ଔଷଧ, ସାଂସ୍କୃତିକ ସହଯୋଗ ତଥା ଆନ୍ତର୍ଜାତୀୟ ସଂସ୍ଥାଗୁଡ଼ିକରେ ସମନ୍ୱୟ ଉପରେ ଆଲୋଚନା ହୋଇଥିଲା । ଏହି କ୍ଷେତ୍ରଗୁଡିକରେ ସେମାନଙ୍କର ଦ୍ୱିପାକ୍ଷିକ ଯୋଗଦାନକୁ ବୃଦ୍ଧି କରିବାକୁ ଉଭୟ ପକ୍ଷ ସହମତ ହୋଇଥିଲେ ।