ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୋର୍ଟ ବ୍ଲେୟାରଠାରେ ବୀର ସାବରକର ଅନ୍ତର୍ଜାତୀୟ ବିମାନବନ୍ଦରର ନୂତନ ଟର୍ମିନାଲ ବିଲ୍ଡିଂର ଉଦ୍ଘାଟନ ଅବସରରେ ସମ୍ବୋଧିତ କରିଛନ୍ତି। 'ଏକ୍ ଚେହେରା ପର୍ କଇ ଚେହେରା ଲଗା ଲେତେ ହେଁ ଲୋଗ୍' ଶୀର୍ଷକ ଏକ ହିନ୍ଦୀ ଗୀତକୁ ଉଦ୍ଧୃତ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି,ଯେତେବେଳେ ବି ଭାରତବାସୀ ବିରୋଧୀ ଦଳକୁ ବାସ୍ତବତାର ମୁଖା ଖୋଲୁଥିବା ଦେଖନ୍ତି, ଏହା ସେମାନଙ୍କ ଦ୍ୱାରା କରାଯାଇଥିବା ଲକ୍ଷ ଲକ୍ଷ କୋଟି ଟଙ୍କାର ଦୁର୍ନୀତିକୁ ଦୃଢ଼ୀଭୂତ କରିଥାଏ ସେ ଆହୁରି ମଧ୍ୟ କହିଥିଲେ ଯେ ବିରୋଧୀଙ୍କ ଏହି ମେଣ୍ଟ 20 ଲକ୍ଷ କୋଟି ଟଙ୍କାର ଦୁର୍ନୀତିର ଗ୍ୟାରେଣ୍ଟି ବ୍ୟତୀତ ଆଉ କିଛି ନୁହେଁ ବୋଲି ଲୋକେ ବିଶ୍ୱାସ କରିଛନ୍ତି।
Published By : Admin |
July 18, 2023 | 15:13 IST
Login or Register to add your comment
Prime Minister meets Acharya Shri Padmasagar Surishwar Ji
March 31, 2026
Prime Minister Shri Narendra Modi, today, met Acharya Shri Padmasagar Surishwar Ji Maharaj Sahib and sought his blessings.
The Prime Minister posted on X;
“Met Acharya Shri Padmasagar Surishwar Ji Maharaj Sahib and sought his blessings.”
Met Acharya Shri Padmasagar Surishwar Ji Maharaj Sahib and sought his blessings. pic.twitter.com/7TwGNm9o8U
— Narendra Modi (@narendramodi) March 31, 2026


