I am overwhelmed that in a small village of Dungarpur my mothers and sisters are so happy and blessing me: PM

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ବିକଶିତ ଭାରତ ସଂକଳ୍ପ ଯାତ୍ରାର ହିତାଧିକାରୀ ମାନଙ୍କ ସହ ଆଲୋଚନା କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଦେଶର ବିଭିନ୍ନ ସ୍ଥାନରୁ ବିକଶିତ ଭାରତ ସଂକଳ୍ପ ଯାତ୍ରାର ହଜାର ହଜାର ହିତାଧିକାରୀ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ମନ୍ତ୍ରୀ, ସାଂସଦ, ବିଧାୟକ ଓ ସ୍ଥାନୀୟ ସ୍ତରର ପ୍ରତିନିଧିମାନେ ଯୋଗ ଦେଇଥିଲେ ।

ହରିୟାଣାର ରୋହତକର ଶ୍ରୀ ସନ୍ଦୀପ ଜଣେ କୃଷକ ଏବଂ ପିଏମ୍ କିଷାନ ସମ୍ମାନ ନିଧିର ହିତାଧିକାରୀ, ସେ ୧୧ ଜଣିଆ ଯୁଗ୍ମ ପରିବାରରେ ରୁହନ୍ତି ।

ବାର୍ତ୍ତାଳାପ ସମୟରେ , ପ୍ରଧାନମନ୍ତ୍ରୀ ଏପରି ଘଟଣା ସମ୍ପର୍କରେ ବର୍ଣ୍ଣନା କରିଥିଲେ ଯେଉଁଠାରେ ଲୋକମାନେ ସେମାନଙ୍କ ଆକାଉଣ୍ଟରେ ସିଧାସଳଖ ଟଙ୍କା ଜମା ହେଉଥିବା ବିଷୟରେ ଅବଗତ ନଥିଲେ । ଏଭଳି ଲୋକଙ୍କୁ ପ୍ରଦାନ କରାଯାଉଥିବା ସୁବିଧା ସମ୍ପର୍କରେ ସଚେତନ କରାଯାଇଥିଲା । ଶ୍ରୀ ସନ୍ଦୀପ ପ୍ରଧାନମନ୍ତ୍ରୀଙ୍କୁ ସୂଚନା ଦେଇଥିଲେ ଯେ ସମ୍ମାନ ନିଧି ଭାବରେ ମିଳିଥିବା ଅର୍ଥ ସାର ଏବଂ ବିହନ କିଣିବାରେ ଉପଯୋଗୀ ହୋଇଥାଏ ଏବଂ ଚାଷରେ ସାହାଯ୍ୟ କରେ ।

ରାସନ ବଣ୍ଟନ ସୁରୁଖୁରୁରେ ଚାଲିବା ନେଇ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଯାଇଥିଲା । ହରିୟାଣା ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଏହା କଡାକଡ଼ି ଭାବେ କାର୍ଯ୍ୟକାରୀ କରାଯାଇଥିବା କଥା ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ । ଗାଁରେ 'ମୋଦି କି ଗ୍ୟାରେଣ୍ଟି କି ଗାଡି' କୁ ଉତ୍ସାହର ସହ ସ୍ୱାଗତ କରାଯାଇଥିଲା ।

ଶ୍ରୀ ମୋଦୀ କାର୍ଯ୍ୟକ୍ରମ ସ୍ଥଳରେ ବ୍ୟାପକ ମହିଳା ମାନଙ୍କ ଉପସ୍ଥିତିକୁ ଉଲ୍ଲେଖ କରିବା ସହ ପ୍ରାଣ ପ୍ରତିଷ୍ଠା ପାଇଁ ସେମାନଙ୍କର ଆଶୀର୍ବାଦ ଲୋଡ଼ିଥିଲେ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
First multilingual Indian speech recognition model trained on 65 languages and dialects released

Media Coverage

First multilingual Indian speech recognition model trained on 65 languages and dialects released
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 14, 2026
August 14, 2026

From Solar Surge to $1 Trillion Exports — The Modi Multiplier Effect