President Ashraf Ghani of Afghanistan speaks to PM Modi, condemns Uri attack
Afghanistan President Ashraf Ghani conveys solidarity and support with India against all actions to eliminate the threat of terrorism

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ ଆଫଗାନିସ୍ଥାନର ରାଷ୍ଟ୍ରପତି ଅଶରଫ ଘନୀ ଆଜି ଟେଲିଫୋନ ଯୋଗେ ଜାମ୍ମୁ ଏବଂ କାଶ୍ମୀରର ଉରୀଠାରେ ସଂଘଟିତ ଆତଙ୍କବାଦୀ ଆକ୍ରମଣ ପାଇଁ ଶୋକ ବ୍ୟକ୍ତ କରିଛନ୍ତି ।

ରାଷ୍ଟ୍ରପତି ଘନୀ ସୀମାପାର ଆତଙ୍କବାଦୀ ଆକ୍ରମଣକୁ ଦୃଢ ଭାବରେ ନିନ୍ଦା କରିଛନ୍ତି । ଆତଙ୍କବାଦକୁ ସମାପ୍ତ କରିବା ପାଇଁ ଭାରତ ସହିତ ଆଫଗାନିସ୍ଥାନର ଏକଜୁଟତା ଏବଂ ସମର୍ଥନ ରହିଛି ବୋଲି ସେ ଅବଗତ କରାଇଥିଲେ ।

ରାଷ୍ଟ୍ରପତି ଘନୀ ସହିଦମାନଙ୍କ ପରିବାରବର୍ଗଙ୍କ ପ୍ରତି ଗଭୀର ସମବେଦନା ଜଣାଇଥିଲେ ।

ପ୍ରଧାନମନ୍ତ୍ରୀ ଆଫଗାନିସ୍ଥାନର ସମର୍ଥନ ପାଇଁ ରାଷ୍ଟ୍ରପତି ଘନୀଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
'We'll provide AI skill training to 1 crore youth': PM Modi's big announcement on Independence Day 2026

Media Coverage

'We'll provide AI skill training to 1 crore youth': PM Modi's big announcement on Independence Day 2026
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 15, 2026
August 15, 2026

Azadi Ka Amrit Mahotsav Continues: PM Modi’s Independence Day Vision Unites Growth, Youth Power & National Pride