ରାଜସ୍ଥାନ  ପଞ୍ଜାବର ସୀମା ଅଞ୍ଚଳରେ ୨୨୮୦କିଲୋମିଟରର ସଡ଼କ ନିର୍ମାଣ ପ୍ରସ୍ତାବକୁ ପ୍ରଧାନମନ୍ତ୍ରୀ ଶ୍ରୀନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟବୈଠକରେ ମଂଜୁରୀ ମିଳିଛି  ସୀମାଞ୍ଚଳରେ ବିକାଶରମୌଳିକ ଆବଶ୍ୟକତାକୁ ଗୁରୁତ୍ ଦେଇ  ଦିଗରେ ୪୪୦୬କୋଟି ଟଙ୍କା ନିବେଶ ହେବ 

ଦେଶର ଅନ୍ୟାନ୍ୟ ଭାଗ ଭଳି ସୀମାବର୍ତ୍ତୀ ଇଲାକାରବିକାଶକୁ ଗୁରୁତ୍ ଦେବା ମାନସିକତା ସ୍ୱରୂପ ଏହି ପ୍ରକଳ୍ପକୁମଂଜୁରୀ ମିଳିଛି 

ଏହି ନିଷ୍ପତ୍ତି ସଡ଼କ ଏବଂ ସଞ୍ଚାର ବ୍ୟବସ୍ଥାଜଳଯୋଗାଣସୁବିଧାସ୍ୱାସ୍ଥ୍ୟ ଏବଂ ଶିକ୍ଷା କ୍ଷେତ୍ର ଉପରେ ଉତ୍ତମ ପ୍ରଭାବପକାଇବ  ଏହା ମଧ୍ୟ ଗ୍ରାମାଞ୍ଚଳରର ଜୀବିକାଯାତ୍ରାରସୁଯୋଗକୁ ବଢ଼ାଇବା ସହ ରାଜମାର୍ଗ ସହ ଏହି ଅଞ୍ଚଳକୁଯୋଡ଼ିବାରେ ସହାୟକ ହୋଇପାରିବ 

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India launches $1.5 billion maritime insurance pool, issues first covers

Media Coverage

India launches $1.5 billion maritime insurance pool, issues first covers
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମେ 13, 2026
May 13, 2026

Leadership That Leads by Example: PM Modi's Push for Mindful Growth, Innovation & Infrastructure