A free press makes a stronger democracy: PM Modi

ବିଶ୍ୱ ପ୍ରେସ ସ୍ୱତନ୍ତ୍ରତା ଦିବସରେ ପ୍ରଧାନମନ୍ତ୍ରୀ ମୋଦୀ କହିଲେ ,''ସ୍ୱତନ୍ତ୍ର ପ୍ରେସ ହିଁ ଗଣତନ୍ତ୍ରକୁ ମଜବୁତ କରେ । ଅଲଗା-ଅଲଗା ବିଚାର ଏବଂ ମାନବୀୟ ଅଭିବ୍ୟକ୍ତି ସମାଜକୁ ବିବିଧତାପୂର୍ଣ୍ଣ କରେ 
I ଆସନ୍ତୁ ,ଆଜି ବିଶ୍ୱ ପ୍ରେସ ସ୍ୱତନ୍ତ୍ରତା ଦିବସରେ ଆମେ ସ୍ୱତନ୍ତ୍ର ପ୍ରେସକୁ ଦୃଢ଼ ସମର୍ଥନର ପ୍ରତିବଦ୍ଧତାର ପୁଣିଥରେ ଦୃଢ଼ତା କରିବା । 

ପ୍ରେସ ସ୍ୱତନ୍ତ୍ରତା ବଜାୟୀ ରଖିବା ପାଇଁ ଅକ୍ଲାନ୍ତ ପରିଶ୍ରମ କରୁଥିବା ଲୋକମାନଙ୍କ ପ୍ରସଂଶା କରୁଛି । ଏଭଳି ଅସଂଖ୍ୟ ପୁରୁଷ ଏବଂ ମହିଳାମାନଙ୍କ ପ୍ରୟାସର ପରିଣାମସ୍ୱରୂପ ସ୍ୱତନ୍ତ୍ର ପ୍ରେସର ଭାବନା ରହିଛି ।

ପ୍ରଧାନମନ୍ତ୍ରୀ ମୋଦୀ କହିଲେ ଯେ ,ସେ ପୁଣିଥରେ ପ୍ରେସ ଏବଂ ଅଭିବ୍ୟକ୍ତର ସ୍ୱତନ୍ତ୍ରତାର ସୁରକ୍ଷା ପାଇଁ ସୋସିଆଲ ମିଡିଆରେ ସକ୍ରିୟ ଭୂମିକା ଗ୍ରହଣକାରୀଙ୍କୁ ପ୍ରଶଂସା କରୁଛନ୍ତି ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Centre bats for SVAMITVA to boost rural economy, property ownership

Media Coverage

Centre bats for SVAMITVA to boost rural economy, property ownership
NM on the go

Nm on the go

Always be the first to hear from the PM. Get the App Now!
...
Governor of Haryana meets the Prime Minister
May 02, 2026

Governor of Haryana, Prof. Ashim Kumar Ghosh, met Prime Minister Shri Narendra Modi today.

The Prime Minister posted on X:

"Governor of Haryana, Prof. Ashim Kumar Ghosh met Prime Minister @narendramodi."