୧୧ ବର୍ଷ ଭିତରେ ପ୍ରତିଟି ସରକାରୀ ପଦକ୍ଷେପରେ ଲୋକଙ୍କ ଲାଗି ସେବା, ସୁଶାସନ ଓ କଲ୍ୟାଣ ଉଦ୍ଦିଷ୍ଟ : ପ୍ରଧାନମନ୍ତ୍ରୀ
ସାମୁହିକ ଉନ୍ନତି ଲାଗି ପ୍ରତି ସରକାରୀ ପଦକ୍ଷେପ ରୂପାନ୍ତରିତ ଫଳ ଦେବା ସହ ଗରିବ ଓ ମଧ୍ୟବିତଙ୍କୁ ଲାଭ ଦେଇଛି : ପ୍ରଧାନମନ୍ତ୍ରୀ

ଗରିବ କଲ୍ୟାଣ ଲାଗି ଅଭିପ୍ରେତ ମୋଦୀ ନେତୃତ୍ୱାଧୀନ ଏନଡିଏ ସରକାରର ୧୧ ବର୍ଷ ପୂର୍ତ୍ତି ଉପଲକ୍ଷେ ସାରା ଦେଶ ଏକ ରୂପାନ୍ତରିତ ଓ ସମଷ୍ଟିଗତ ସରକାରର ଶାସନରେ ରହିଥିବା ପ୍ରଧାନମନ୍ତ୍ରୀ କହିଛନ୍ତି । ସଶକ୍ତିକରଣ, ଭିତ୍ତିଭୂମିର ବିକାଶ, ସମଷ୍ଟିଗତ ଭାବଧାରାରେ ବିଶ୍ୱାସ ରଖୁଥିବା ମୋଦୀ ନେତୃତ୍ୱାଧୀନ ସହାନୁଭୂତିଶୀଳ ସରକାର ପ୍ରାୟ ୨୫ କୋଟି ଲୋକଙ୍କୁ ଦାରିଦ୍ର୍ୟତାରୁ ଉଦ୍ଧାର କରିପାରିଛି ।

ସରକାରଙ୍କ ବିଭିନ୍ନ ରୂପାନ୍ତରିତ ଯୋଜନା ଭିତରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ପିଏମ ଉଜ୍ୱଳା ଉଜ୍ଜ୍ୱଳା ଯୋଜନା, ଜନଧନ ଯୋଜନା, ଆୟୁଷ୍ମାନ ଭାରତ ପରି ଅନେକ ଯୋଜନା ଗୃହ ନିର୍ମାଣ, ସ୍ୱଚ୍ଛ ରୋଷେଇ ଇନ୍ଧନ, ବ୍ୟାଙ୍କିଙ୍ଗ, ସ୍ୱାସ୍ଥ୍ୟସେବା ପରି କ୍ଷେତ୍ରରେ ପ୍ରଭାବ ବିସ୍ତାର କରିପାରିଥିବା ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ । ଡାଇରେକ୍ଟ ବେନେଫିଟ ଟ୍ରାନ୍ସଫର ବା ଡିବିଟି ଡିଜିଟାଲକରଣ, ଗ୍ରାମୀଣ ବିକାଶ ପରି କ୍ଷେତ୍ରରେ ଲୋକେ ଅଧିକରୁ ଅଧିକ ସୁବିଧା ସୁଯୋଗ ପାଇଥିବା ପ୍ରଧାନମନ୍ତ୍ରୀ କହିଥିଲେ ।

ଏକ୍ସରେ ଟୁଇଟ କରି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ, ତାଙ୍କ ସରକାର ହେଉଛି ଗରିବ କଲ୍ୟାଣ ଲାଗି ଅଭିପ୍ରେତ ସରକାର । ଦାରିଦ୍ର୍ୟତା କବଳରୁ ଏନଡିଏ ସରକାର ଅନେକ ଲୋକଙ୍କୁ ମୁକ୍ତ କରି ସଶକ୍ତିକରଣ, ସମଷ୍ଟିଗତ ଭାବ ଓ ଭିତ୍ତିଭୂମିର ବିକାଶ କରି ଆଶାପ୍ରଦ ଫଳ ପ୍ରଦାନ କରିଛି । ସାଧାରଣ ଜନତାକୁ ଗରିବୀରୁ ମୁକୁଳାଇବା ଲାଗି ଆମ ସରକାରଙ୍କର ବିଭିନ୍ନ ପ୍ରମୁଖ ଯୋଜନାମାନ ରହିଛି । ଡାଇରେକ୍ଟ ବେନେଫିଟ ଟ୍ରାନ୍ସଫର ବା ଡିବିଟି ଡିଜିଟାଲକରଣ, ଗ୍ରାମୀଣ ବିକାଶ ପରି କ୍ଷେତ୍ରରେ ଲୋକେ ଅଧିକରୁ ଅଧିକ ସୁବିଧା ସୁଯୋଗ ପାଇଛନ୍ତି । ଏହା କେବଳ ୨୫ କୋଟି ଜନତା ଗରିବୀରୁ ନିଜକୁ ଉଦ୍ଧାର କରିପାରିବା ପାଇଁ ହୋଇଛି । ଏକ ସାମୁହିକ ଓ ଆତ୍ମ ନିର୍ଭର ଭାରତ ଗଠନ ଦିଗରେ ଏନଡିଏ ସରକାର ନିଜର ପ୍ରତିବଦ୍ଧତା ଜାରି ରଖିଛି ।

11YearsOfGaribKalyan"

 

 

"बीते 11 साल में हमारी सरकार का हर कदम सेवा, सुशासन और गरीब कल्याण को समर्पित रहा है। इस दौरान हमारी उपलब्धियां ना सिर्फ अभूतपूर्व हैं, बल्कि 140 करोड़ देशवासियों के जीवन को आसान बनाने वाली हैं। मुझे पूरा विश्वास है कि देश को आगे ले जाने के अपने इन प्रयासों के साथ हम विकसित और आत्मनिर्भर भारत के लक्ष्य को जरूर हासिल करेंगे।

11YearsOfGaribKalyan"

 

 

"Our Government’s efforts towards all round development have led to transformative outcomes and benefitted the poor and marginalised.

11YearsOfGaribKalyan"

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India records highest surge in QS Subject Rankings 2026

Media Coverage

India records highest surge in QS Subject Rankings 2026
NM on the go

Nm on the go

Always be the first to hear from the PM. Get the App Now!
...
Prime Minister greets people on the occasion of Ram Navami
March 26, 2026

The Prime Minister, Shri Narendra Modi, has extended his greetings to the people on the auspicious occasion of Ram Navami. Shri Modi said that the life of Maryada Purushottam Lord Ram, marked by sacrifice, penance and self-restraint, continues to inspire people to face every situation with strength and determination.

Emphasising the enduring relevance of Lord Ram’s ideals, the Prime Minister noted that these values will remain a guiding force not only for the people of India but for the entire humanity for all times to come.

The Prime Minister wrote on X;

“देशभर के मेरे परिवारजनों को रामनवमी की असीम शुभकामनाएं। त्याग, तप और संयम से भरे मर्यादा पुरुषोत्तम के जीवन से हमें हर परिस्थिति का पूरे सामर्थ्य से सामना करने की प्रेरणा मिलती है। उनके आदर्श अनंतकाल तक भारतवासियों के साथ-साथ संपूर्ण मानवता के पथ-प्रदर्शक बने रहेंगे। मेरी कामना है कि भगवान राम की कृपा से सबका कल्याण हो, जिससे विकसित और आत्मनिर्भर भारत के संकल्प की सिद्धि का मार्ग प्रशस्त हो।”