Cabinet approves Eight (8) new line projects across Indian Railways:to provide connectivity, facilitate ease of travelling, minimize logistics cost, reduce oil imports and lower CO2 emissions
The proposed projects will improve logistical efficiency by connecting the unconnected areas and enhancing transportation networks, resulting in streamlined supply chains and accelerated economic growth
The total estimated cost of the projects is Rs 24,657 crore (approx.) and will be completed upto 2030-31
The projects will also generate direct employment for about Three(3) crore man-days during construction

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି (ସିସିଇଏରେଳ ମନ୍ତ୍ରଣାଳୟ ଅଧୀନରେ ମୋଟ ୧୮,୦୩୬ କୋଟି ଟଙ୍କା (ପାଖାପାଖିବ୍ୟୟରେ ନୂତନ ରେଳ ଲାଇନ୍ ପ୍ରକଳ୍ପକୁ ଅନୁମୋଦନ କରିଛି । ଇନ୍ଦୋର ଏବଂ ମନମାଡ଼ ମଧ୍ୟରେ ପ୍ରସ୍ତାବିତ ନୂତନ ରେଳପଥ ସିଧାସଳଖ ଯୋଗାଯୋଗ ପ୍ରଦାନ କରିବ ଏବଂ ଗତିଶୀଳତାରେ ଉନ୍ନତି ଆଣିବଯାହା ଭାରତୀୟ ରେଳବାଇ ପାଇଁ ଉନ୍ନତ ଦକ୍ଷତା ଏବଂ ସେବା ବିଶ୍ୱସନୀୟତା ପ୍ରଦାନ କରିବ । ଏହି ପ୍ରକଳ୍ପ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ଏକ ନୂତନ ଭାରତର ଦୃଷ୍ଟିକୋଣ ଅନୁଯାୟୀ ହୋଇଛିଯାହା ଏହି ଅଞ୍ଚଳର ଲୋକମାନଙ୍କୁ ଏହି କ୍ଷେତ୍ରରେ ବ୍ୟାପକ ବିକାଶ ମାଧ୍ୟମରେ "ଆତ୍ମନିର୍ଭରକରିବ ତଥା ସେମାନଙ୍କ ନିଯୁକ୍ତି / ସ୍ୱରୋଜଗାର ସୁଯୋଗ ବୃଦ୍ଧି କରିବ ।

ଏହି ପ୍ରକଳ୍ପ ହେଉଛି ମଲ୍ଟି- ମୋଡାଲ୍ ସଂଯୋଗ ପାଇଁ ପିଏମ୍ - ଗତି ଶକ୍ତି ଜାତୀୟ ମାଷ୍ଟର ପ୍ଲାନର ପରିଣା , ଯାହା ସମନ୍ୱିତ ଯୋଜନା ମାଧ୍ୟମରେ ସମ୍ଭବ ହୋଇଛି ଏବଂ ଲୋକମାନଙ୍କ ଯାତାୟତ ନିମନ୍ତେସାମଗ୍ରୀ ଏବଂ ସେବାର ପରିବହନ ପାଇଁ ନିରବଚ୍ଛିନ୍ନ ସଂଯୋଗ ପ୍ରଦାନ କରିବ ।

ଏହି ପ୍ରକଳ୍ପ ୨ଟି ରାଜ୍ୟ ଯଥାମହାରାଷ୍ଟ୍ର ଏବଂ ମଧ୍ୟପ୍ରଦେଶର ୬ଟି ଜିଲ୍ଲାକୁ ଅନ୍ତର୍ଭୁକ୍ତ କରିବାହା ଭାରତୀୟ ରେଳବାଇର ବର୍ତ୍ତମାନର ନେଟୱାର୍କକୁ ପ୍ରାୟ ୩୦୯ କିଲୋମିଟର ବୃଦ୍ଧି କରିବ ।

ଏହି ପ୍ରକଳ୍ପ ମାଧ୍ୟମରେ ୩୦ଟି ନୂଆ ଷ୍ଟେସନ ନିର୍ମାଣ କରାଯିବଯାହା ଆକାଂକ୍ଷୀ ଜିଲ୍ଲା ବରୱାନୀକୁ ଯୋଗାଯୋଗ ବୃଦ୍ଧି କରିବ । ନୂଆ ଲାଇନ୍ ପ୍ରକଳ୍ପ ଦ୍ୱାରା ପ୍ରାୟ ୧୦ ଗାଁ ଓ ପ୍ରାୟ ୩୦ ଲକ୍ଷ ଜନସଂଖ୍ୟାକୁ ସଂଯୋଗ ଯୋଗାଇ ଦିଆଯିବ ।

ଏହି ପ୍ରକଳ୍ପ ଦେଶର ପଶ୍ଚିମ ଦକ୍ଷିଣ - ପଶ୍ଚିମ ଭାଗକୁ କେନ୍ଦ୍ରୀୟ ଭାରତ ସହିତ ଛୋଟ ମାର୍ଗ ପ୍ରଦାନ କରି ଏହି ଅଞ୍ଚଳରେ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବ । ଏହା ଦ୍ୱାରା ଶ୍ରୀ ମହାକାଳେଶ୍ୱର ଜ୍ୟୋତିର୍ଲିଙ୍ଗ ମନ୍ଦିର ସମେତ ଉଜ୍ଜୟନୀ - ଇନ୍ଦୋର ଅଞ୍ଚଳର ବିଭିନ୍ନ ପର୍ଯ୍ୟଟନ ଓ ଧାର୍ମିକ ସ୍ଥଳକୁ ପର୍ଯ୍ୟଟକଙ୍କ ଆଗମନ ବୃଦ୍ଧି ପାଇବ ।

ଏହି ପ୍ରକଳ୍ପ ଜେଏନପିଏର ଗେଟ୍ ୱେ ବନ୍ଦର ଏବଂ ଅନ୍ୟାନ୍ୟ ରାଜ୍ୟ ବନ୍ଦରରୁ ପିଥମପୁର ଅଟୋ କ୍ଲଷ୍ଟର (୯୦ଟି ବୃହତ୍ ୟୁନିଟ୍ ଏବଂ ୭୦୦ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ଅବସ୍ଥିତକୁ ସିଧାସଳଖ ସଂଯୋଗ ପ୍ରଦାନ କରିବ । ଏହି ପ୍ରକଳ୍ପ ମଧ୍ୟପ୍ରଦେଶର ମୋଟା ଶସ୍ୟ ଉତ୍ପାଦନକାରୀ ଜିଲ୍ଲା ଏବଂ ମହାରାଷ୍ଟ୍ରର ପିଆଜ ଉତ୍ପାଦନକାରୀ ଜିଲ୍ଲାଗୁଡିକୁ ସିଧାସଳଖ ସଂଯୋଗ ପ୍ରଦାନ କରିବ ଯାହା ଦେଶର ଉତ୍ତର ଏବଂ ଦକ୍ଷିଣ ଭାଗକୁ ଏହାକୁ ବଣ୍ଟନ କରିବାରେ ଅଧିକ ସହାୟକ ହେବ ।

କୃଷିଜାତ ଦ୍ରବ୍ୟସାରକଣ୍ଟେନରଲୁହାପଥରଇସ୍ପାତସିମେଣ୍ଟପିଓଏଲ୍ ଇତ୍ୟାଦି ସାମଗ୍ରୀ ପରିବହନ ପାଇଁ ଏହା ଏକ ଅତ୍ୟାବଶ୍ୟକ ମାର୍ଗ । କ୍ଷମତା ବୃଦ୍ଧି ହେବା ଫଳରେ ବାର୍ଷିକ ପ୍ରାୟ ୨୬ ଏମଟିପିଏ (ନିୟୁତ ଟନ୍‌) ପରିମାଣର ଅତିରିକ୍ତ ମାଲ ପରିବହନ ହେବ । ରେଳବାଇ ପରିବେଶ ଅନୁକୂଳ ଏବଂ ଶକ୍ତି ଅନୁକୂଳ ପରିବହନ ମାଧ୍ୟମ ହୋଇଥିବାରୁ ଉଭୟ ଜଳବାୟୁ ଲକ୍ଷ୍ୟ ହାସଲ ଏବଂ ଦେଶର ଲଜିଷ୍ଟିକ୍ ଖର୍ଚ୍ଚକୁ ହ୍ରାସ କରିବାତୈଳ ଆମଦାନୀ (୧୮ କୋଟି ଲିଟରହ୍ରାସ କରିବା ଏବଂ କମ୍ ଅଙ୍ଗାରକାମ୍ଳ ନିର୍ଗମନ (୧୩୮ କୋଟି କିଲୋଗ୍ରାମକରିବାରେ ସାହାଯ୍ୟ କରି , ଯାହାର ୫.୫ ପରିମାଣ କୋଟି ବୃକ୍ଷରୋପଣ ସହିତ ସମାନ ।

 

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India-New Zealand elevate ties to strategic partnership; Scripts 2030 roadmap, $20bn investment & Indo-Pacific security

Media Coverage

India-New Zealand elevate ties to strategic partnership; Scripts 2030 roadmap, $20bn investment & Indo-Pacific security
NM on the go

Nm on the go

Always be the first to hear from the PM. Get the App Now!
...
Prime Minister condoles the passing of Father Amir of State of Qatar HH Sheikh Hamad bin Khalifa Al Thani
July 12, 2026

The Prime Minister, Shri Narendra Modi, has expressed deep grief over the passing of the Father Amir of the State of Qatar, HH Sheikh Hamad bin Khalifa Al Thani.

The Prime Minister described him as a visionary leader who led Qatar to great levels of development and prosperity. Shri Modi also remembered him as a true friend whom he had the honour of meeting during his visit to Qatar in February 2024.

The Prime Minister conveyed his sincere condolences to the Amir of Qatar, HH Sheikh Tamim bin Hamad Al Thani, the entire royal family and the people of Qatar.

The Prime Minister wrote on X;

“We deeply mourn the passing of Father Amir of State of Qatar, HH Sheikh Hamad bin Khalifa Al Thani. A visionary leader who led Qatar to great levels of development and prosperity, we remember him also as a true friend whom I had the honour of meeting during my last visit to Qatar in February 2024. I convey my sincere condolences to the Amir of Qatar, HH Sheikh Tamim bin Hamad Al Thani and the entire royal family and people of Qatar. May the departed soul rest in eternal peace.

@TamimBinHamad”