ଭାଇଦୂଜ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ଏକ ଟ୍ୱିଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;
“ଦେଶବାସୀଙ୍କୁ ଭାଇଦୂଜର ଅନେକ ଅନେକ ଶୁଭକାମନା ।
ସମସ୍ତଙ୍କୁ ଭାଇଦୂଜର ପବିତ୍ର ଅବସରରେ ଶୁଭେଚ୍ଛା ଜଣାଉଛି ।”
सभी देशवासियों को भाई दूज की ढेरों शुभकामनाएं।
— Narendra Modi (@narendramodi) November 6, 2021
Best wishes to everyone on the auspicious occasion of Bhai Dooj.


