ଭାରତ କୋ ଜାନିୟେ (Know India) କ୍ୱିଜରେ ଅଂଶ ଗ୍ରହଣ କରିବାକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ପ୍ରବାସୀ ଭାରତୀୟ ଏବଂ ବିଭିନ୍ନ ଦେଶର ବନ୍ଧୁମାନଙ୍କୁ ଆହ୍ୱାନ କରିଛନ୍ତି । ସେ କହିଛନ୍ତି ଏହି କ୍ୱିଜ୍ ଭାରତ ଏବଂ ବିଶ୍ୱବ୍ୟାପୀ ଥିବା ପ୍ରବାସୀ ଭାରତୀୟଙ୍କ ମଧ୍ୟରେ ସମ୍ପର୍କକୁ ଗଭୀର କରିବ । ଏହା ମଧ୍ୟ ଭାରତର ସମୃଦ୍ଧ ଐତିହ୍ୟ ଏବଂ ବିବିଧ ସଂସ୍କୃତିକୁ ପୁନଃଖୋଜିବାର ଏକ ଚମତ୍କାର ଉପାୟ ।

ଏକ୍ସ ର ଏକ ପୋଷ୍ଟରେ ସେ ଲେଖିଛନ୍ତି:

“ପ୍ରବାସୀଙ୍କ ସହ ଆମର ସମ୍ପର୍କକୁ ଦୃଢ଼ କରୁଛୁ!

ବିଦେଶରେ ଥିବା ଭାରତୀୟ ସମୁଦାୟଙ୍କୁ ଏବଂ ଅନ୍ୟାନ୍ୟ ଦେଶରେ ଥିବା ବନ୍ଧୁମାନଙ୍କୁ ଏଥିରେ ଅଂଶ ଗ୍ରହଣ କରିବାକୁ ଅନୁରୋଧ କରୁଛି #BharatKoJaniye Quiz!

bkjquiz.com

ଏହି କ୍ୱିଜ୍ ଭାରତ ଏବଂ ବିଶ୍ୱବ୍ୟାପୀ ଥିବା ପ୍ରବାସୀଙ୍କ ମଧ୍ୟରେ ସମ୍ପର୍କକୁ ଗଭୀର କରୁଛି । ଏହା ମଧ୍ୟ ଭାରତର ସମୃଦ୍ଧ ଐତିହ୍ୟ ଏବଂ ବିବିଧ ସଂସ୍କୃତିକୁ ପୁନଃଖୋଜିବାର ଏକ ଚମତ୍କାର ଉପାୟ ।

ବିଜେତାମାନେ ଇନକ୍ରେଡିବଲଇଣ୍ଡିଆ#IncredibleIndia.ର ବିସ୍ମୟକର ଅଭିଜ୍ଞତା ଆହରଣ କରିବାକୁ ସୁଯୋଗ ପାଇବେ ।”

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
PM Modi At SRCC:

Media Coverage

PM Modi At SRCC: "Those Who Pushed India Into 'Fragile 5' Can't Digest 7.8%"
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares moments from his metro journey to and from the SRCC programme
September 05, 2026

Prime Minister Shri Narendra Modi today shared glimpses of his metro journey while traveling to and from the SRCC programme.

In a post on X, the Prime Minister shared:

"Metro moments…

On the way to the SRCC programme and back."