Every effort, however big or small, must be valued. Governments may have schemes and budgets but the success of any initiative lies in public participation: PM Modi
On many occasions, what ‘Sarkar’ can't do, ‘Sanskar’ can do. Let us make cleanliness a part of our value systems: Prime Minister Modi
More people are paying taxes because they have faith that their money is being used properly and for the welfare of people: Prime Minister
It is important to create an India where everyone has equal opportunities. Inclusive growth is the way ahead, says PM Modi

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀ ଠାରେ “ମୈଁ ନେହିଁ ହମ” ପୋର୍ଟାଲ ଓ ଆପ୍‌ର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ସେ ଆଇଟି ଏବଂ ଇଲେକ୍ଟ୍ରୋନିକ୍‌ ବିନିର୍ମାଣକାରୀପେଶାଦାରଙ୍କ ସହ ଭାବ ବିନିମୟ କରିଛନ୍ତି ।

ଏହି ପୋର୍ଟାଲ, “ସେଲ୍ଫ4ସୋସାଇଟି” ଶୀର୍ଷକ ଉପରେ ଆଧାରିତ, ଏବଂ ଏହା ଆଇଟି ପ୍ରଫେସନାଲ ଏବଂ ଅନୁଷ୍ଠାନମାନଙ୍କୁ ବିଭିନ୍ନ ପ୍ରକାର ସାମାଜିକ ପ୍ରସଙ୍ଗ ଏବଂ ସାମାଜିକ ସେବା କ୍ଷେତ୍ରରେ ଗୋଟିଏ ପ୍ଲାଟଫର୍ମରେ ଏକଜୁଟ କରିବାରେ ବିଶେଷ ଭାବେ ସହାୟକ ହେବ । ଫଳରେ, ଏହି ପୋର୍ଟାଲ ସମାଜର ଦୁର୍ବଳ ଶ୍ରେଣୀ, ବିଶେଷ କରି ଯେଉଁମାନେ ପ୍ରଯୁକ୍ତିର ସୁବିଧା ପାଇବାକୁ ଏପର୍ଯ୍ୟନ୍ତ ସକ୍ଷମ ହୋଇନାହାନ୍ତି ସେମାନଙ୍କ ନିକଟରେ ତାହା ପହଞ୍ଚାଇବ ଏବଂ ସେବା ଯୋଗାଣ କ୍ଷେତ୍ରରେ ଏକ ମାଧ୍ୟମ ଭାବେ କାର୍ଯ୍ୟ କରିବ । ଏହି ପୋର୍ଟାଲ ମାଧ୍ୟମରେ ସାମାଜିକ ସେବା କ୍ଷେତ୍ରରେ କାର୍ଯ୍ୟ କରିବାକୁ ଆଗ୍ରହୀ ଲୋକମାନେ ସାମିଲ ହୋଇପାରିବ ଏବଂ ସେମାନଙ୍କୁ ସମନ୍ୱିତ ଭାବେ ବଡ଼ ବଡ଼ ସାମାଜିକ କାର୍ଯ୍ୟକ୍ରମ ସାକାର କରିବା ଦିଗରେ ନିୟୋଜିତ କରାଯାଇପାରିବ ।

ଆଇଟି ଏବଂ ଇଲେକ୍ଟ୍ରୋନିକ ବିନିର୍ମାଣକାରୀ ପ୍ରଫେସନାଲ, ଶିଳ୍ପପତି ଓ ଟେକ୍ନୋକ୍ରାଟମାନଙ୍କୁ ଏକଜୁଟ କରିବା ଏବଂ ସେମାନଙ୍କ ମଧ୍ୟରେ ସମନ୍ୱୟ ଓ ସଂପର୍କ ସ୍ଥାପନର ଏହା ସବୁଠାରୁ ବଡ଼ ମାଧ୍ୟମ ହେବ ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଲେ ଯେ ଆମକୁ ସମସ୍ତଙ୍କୁ ଏକଜୁଟ ହୋଇ କାର୍ଯ୍ୟ  କରିବାକୁ ପଡ଼ିବ ଓ ତଦ୍ୱାରା ଆମେ ସମାଜରେ ବିରାଟ ତଥା ସକାରାତ୍ମକ ପରିବର୍ତ୍ତନ ଆଣି ପାରିବା ।

ଅନ୍ୟମାନଙ୍କ ମଧ୍ୟରେ ପ୍ରଧାନମନ୍ତ୍ରୀଙ୍କ ସହ ଆଜି ଶ୍ରୀ ଆନନ୍ଦ ମହିନ୍ଦ୍ରା, ଶ୍ରୀମତୀ ସୁଧା ମୂର୍ତ୍ତି ଏବଂ ଭାରତର ଆଇଟି ଉଦ୍ୟୋଗରେ କାର୍ଯ୍ୟରତ ଅନେକ ଯୁବ ଆଇଟି ପ୍ରଫେସନାଲ ଭାବ ବିନିମୟ କରିଥିଲେ ।

ସେମାନଙ୍କ ସହ ଭାବ ବିନିବୟ କରି ପ୍ରଧାନମନ୍ତ୍ରୀ କହିଲେ ଯେ ପ୍ରତ୍ୟେକ ପ୍ରୟାସ, ତାହା ଯେତେ ବଡ଼ ଅବା ଛୋଟ ହୋଇଥାଉ ନା କାହିଁକି ତାହା ଉପରେ ଉପଯୁକ୍ତ ଗୁରୁତ୍ୱ ଆରୋପ ପ୍ରଦାନ କରାଯିବା ଉଚିତ । ସରକାର ଅନେକ ଯୋଜନା ପ୍ରବର୍ତ୍ତନ କରିଛନ୍ତି ଏବଂ ସେଥିପାଇଁ ବଜେଟର ବ୍ୟବସ୍ଥା ରହିଛି ସତ । କିନ୍ତୁ ସେସବୁର ସଫଳତା ଜନ ଭାଗୀଦାରୀ ଉପରେ ସଂପୂର୍ଣ୍ଣ ରୂପେ ନିର୍ଭର କରେ । ତେଣୁ ଆମେ ଆମର ସାମର୍ଥ୍ୟକୁ ବିନିଯୋଗ କରି ସମାଜରେ କିଭଳି ଭାବେ ସକାରାତ୍ମକ ପରିବର୍ତ୍ତନ ଆଣିପାରିବା ସେଦିଗରେ ସମସ୍ତେ ଚିନ୍ତା କରିବା ଏବଂ ସହଯୋଗ କରିବା ସକାଶେ ପ୍ରଧାନମନ୍ତ୍ରୀ ଉପସ୍ଥିତ ସମସ୍ତ ଆଇଟି ପ୍ରଫେସନାଲମାନଙ୍କୁ ଆହ୍ୱାନ ଜଣାଇଥିଲେ ।

ପ୍ରଧାନମନ୍ତ୍ରୀ କହିଲେ ଯେ ଭାରତର ଯୁବଗୋଷ୍ଠୀଙ୍କ ହାତରେ ପ୍ରଯୁକ୍ତି ଭଳି ସାଧନ ବିଦ୍ୟମାନ । ସେମାନେ ଏହା ସହ ସୁପରିଚିତ । ସେମାନେ ପ୍ରଯୁକ୍ତିକୁ ସାଧନ ଭାବେ ଉପଯୋଗ କରି ଆସୁଛନ୍ତି । ତାହା କେବଳ ନିଜ ପାଇଁ ନୁହେଁ, ବରଂ ଅନ୍ୟମାନଙ୍କ ପାଇଁ ମଧ୍ୟ ଉଦ୍ଦିଷ୍ଟ । ଏହା ଏକ ସଫଳ ପ୍ରୟାସ ବୋଲି ଉଲ୍ଲେଖ କରି ଶ୍ରୀ ମୋଦୀ କହିଲେ ଯେ ଦେଶର ସାମାଜିକ ସେକ୍ଟରରେ ଏବେ ଅନେକ ଷ୍ଟାର୍ଟ ଅପ୍‌ କାର୍ଯ୍ୟ କରୁଛନ୍ତି । ଏହି ସାମାଜିକ ଉଦ୍ୟୋଗୀମାନେ ଏକ ସକାରାତ୍ମକ ପରିବର୍ତ୍ତନ ଆଣିପାରିବେ ବୋଲି ପ୍ରଧାନମନ୍ତ୍ରୀ ଦୃଢ଼ୋକ୍ତି ବ୍ୟକ୍ତ କରିଥିଲେ ।

ଏହି ଟାଉନହଲ୍‌ ଢ଼ଙ୍ଗର ଭାବ ବିନିମୟ କାର୍ଯ୍ୟକ୍ରମରେ ଏକ ପ୍ରଶ୍ନର ଉତ୍ତର ଦେଇ ପ୍ରଧାନମନ୍ତ୍ରୀ କହିଲେ ଯେ ଆମର ନିଜ କ୍ଷେତ୍ରରେ କାର୍ଯ୍ୟ କରିବା ପାଇଁ ଏହା ଏକ ବିଶେଷ ସୁଯୋଗ । ଏଥିରୁ ସମସ୍ତଙ୍କର ଅନେକ କିଛି ଶିକ୍ଷା କରିବାର ଏବଂ ଆବିଷ୍କାର କରିବାର ଅଛି ।

ଏହି ଅବସରରେ ଆଇଟି ପ୍ରଫେସନାଲମାନେ ସେମାନଙ୍କର ସାମାଜିକ ସ୍ୱେଚ୍ଛାସେବା, ବିଶେଷ କରି କୌଶଳ ବିକାଶ ଏବଂ ସ୍ୱଚ୍ଛତା କ୍ଷେତ୍ରରେ ଥିବା ବିଶେଷ ପାରଦର୍ଶିତା ସଂପର୍କରେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇଥିଲେ । ନିଜ ପ୍ରତିକ୍ରିୟାରେ ପ୍ରଧାନମନ୍ତ୍ରୀ କହିଲେ ଯେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମର ସଂକେତ ଭାବେ ବାପୁଙ୍କ ପ୍ରିୟ ଚଷମାକୁ ରଖାଯାଇଛି । ତେଣୁ ବାପୁ ହେଲେ ଆମର ପ୍ରେରଣା ଏବଂ ତାଙ୍କ ପରିକଳ୍ପନାକୁ ସାକାର କରିବା ପ୍ରତ୍ୟେକ ଭାରତୀୟଙ୍କ କର୍ତ୍ତବ୍ୟ ।

ପ୍ରଧାନମନ୍ତ୍ରୀ କହିଲେ ଯେ ଅନେକ ଘଟଣାରେ, ଯାହା ସରକାର ସାକାର କରିନପାରିବେ ତାହା  ଜନ ସଂସ୍କାର ଦ୍ୱାରା କରାଯାଇପାରିବ । ତେଣୁ ସ୍ୱଚ୍ଛତାକୁ ଆମ ମୂଲ୍ୟବୋଧ ପରିକଳ୍ପନାର ଅଂଶବିଶେଷ ଭାବେ ଗ୍ରହଣ କରିବାକୁ ସେ ଆହ୍ୱାନ ଜଣାଇଥିଲେ ।

ସେହିଭଳି ଏହି କାର୍ଯ୍ୟକ୍ରମ ଅବସରରେ ଜଳ ସଂରକ୍ଷଣର ଗୁରୁତ୍ୱ ସଂପର୍କରେ ଅବତାରଣା କରି ପ୍ରଧାନମନ୍ତ୍ରୀ କହିଲେ ଯେ ଜଳ ସଂରକ୍ଷଣ ସଂପକରେ ଅଧିକ ଜ୍ଞାନ ଆହରଣ କରିବା ନିମନ୍ତେ ସମସ୍ତେ ଗୁଜରାଟର ପୋରବନ୍ଦର ପରିଦର୍ଶନ କରିବା ଉଚିତ । ସେଠାରେ ମହାତ୍ମା ଗାନ୍ଧୀଙ୍କ ପୈତୃକ ବାସଭବନ ଦେଖିବା ଦରକାର । ଆମେ ଏବେ ଏପରି ଏକ ସମୟରେ ଉପସ୍ଥିତ, ଯେତେବେଳେ ଜଳ ସଂରକ୍ଷଣ ଏବଂ ଏହାର ପୁନଃଚକ୍ରଣ ଏକାନ୍ତ ଜରୁରୀ ହୋଇପଡ଼ିଛି । ତେଣୁ କଠିନ ପରିଶ୍ରମ କରୁଥିବା ଦେଶର କୃଷକ ଭାଇମାନେ ସିଞ୍ଚନ ପ୍ରଣାଳୀ ପଦ୍ଧତି ଅବଲମ୍ବନ କରିବାକୁ ପ୍ରଧାନମନ୍ତ୍ରୀ ସେମାନଙ୍କୁ ଆହ୍ୱାନ ଜଣାଇଥିଲେ ।

ପ୍ରଧାନମନ୍ତ୍ରୀ କହିଲେ ଯେ ସ୍ୱେଚ୍ଛାକୃତ ପ୍ରୟାସ ଦ୍ୱାରା ଅନେକ କାର୍ଯ୍ୟ ଅନାୟାସରେ ସାଧନ କରାଯାଇପାରିବ, ବିଶେଷ କରି କୃଷି କ୍ଷେତ୍ରରେ ଏହା ସମ୍ଭବ । ଯୁବଗୋଷ୍ଠୀ ସ୍ୱେଚ୍ଛାକୃତ ଭାବେ ଆଗେଇ ଆସି ଦେଶର କୃଷକମାନଙ୍କ କଲ୍ୟାଣ ସକାଶେ ନାନା ପ୍ରକାର ଗଠନମୂଳକ କାର୍ଯ୍ୟରେ ସାମିଲ ହେବା ଉଚିତ ବୋଲି ସେ ମତ ପୋଷଣ କରିଥିଲେ ।

ପ୍ରଧାନମନ୍ତ୍ରୀ ଦୃଢ଼ୋକ୍ତି ବ୍ୟକ୍ତ କରି କହିଲେ ଯେ ଲୋକମାନେ ଏବେ ସ୍ୱେଚ୍ଛାକୃତ ଭାବେ ସେମାନଙ୍କର ଟିକସ ଭରଣା କରୁଛନ୍ତି କାରଣ ସେମାନଙ୍କର ଭରସା ଅଛି ଯେ ସରକାର ଏହି ଅର୍ଥକୁ ଜନସାଧାରଣଙ୍କ କଲ୍ୟାଣ ସକାଶେ ବିନିଯୋଗ କରୁଛନ୍ତି । ସେ କହିଲେ ଯେ ଯୁବକମାନଙ୍କ ଜ୍ଞାନ ଯୋଗୁ ହିଁ ଷ୍ଟାର୍ଟ ଅପ୍‌ ସେକ୍ଟରରେ ଭାରତ ଏବେ ଏପରି ପ୍ରଗତି ହାସଲ କରିପାରିଛି ।

ଗ୍ରାମାଞ୍ଚଳ ଡ଼ିଜିଟାଲ ଉଦ୍ୟୋଗୀ ସୃଷ୍ଟି ଦିଗରେ କାର୍ଯ୍ୟ କରୁଥିବା ଏକ ଆଇଟି ଗୋଷ୍ଠୀଙ୍କ ପ୍ରଶ୍ନର ଉତ୍ତର ଦେଇ ପ୍ରଧାନମନ୍ତ୍ରୀ କହିଲେ ଯେ ଆମକୁ ଏଭଳି ଏକ ଭାରତ ନିର୍ମାଣ କରିବାକୁ ପଡ଼ିବ ଯେଉଁଠି ସମସ୍ତଙ୍କ ପାଇଁ ସମାନ ପ୍ରକାର ସୁଯୋଗ ଉପଲବ୍ଧ ହେବ । ସାମାଜିକ କାର୍ଯ୍ୟ କରିବା ବେଳେ ସମସ୍ତେ ନିଜକୁ ଗୌରବାନ୍ୱିତ ମନେ କରିବା ଉଚିତ ବୋଲି ପ୍ରଧାନମନ୍ତ୍ରୀ ମତ ପୋଷଣ କରିଥିଲେ ।

ଦେଶର ବ୍ୟବସାୟିକ ଓ ଶିଳ୍ପ ଗୋଷ୍ଠୀଙ୍କୁ ସମାଲୋଚନା କରିବା ମନୋଭାବ ପରିହାର କରିବା ସକାଶେ ପ୍ରଧାନମନ୍ତ୍ରୀ ମତ ପୋଷଣ କରିଥିଲେ । ସେ କହିଲେ ଯେ ଏହି ଟାଉନ ହଲ୍‌ କାର୍ଯ୍ୟକ୍ରମ ପ୍ରମାଣିତ କରୁଛି ଯେ ଦେଶର ପ୍ରମୁଖ କର୍ପୋରେଟ ସଂସ୍ଥା ସାମାଜିକ କ୍ଷେତ୍ରରେ କେତେ କେତେ ପ୍ରଶଂସନୀୟ କାର୍ଯ୍ୟ କରୁଛି ଏବଂ ନିଜ ସଂସ୍ଥାର କର୍ମଚାରୀମାନଙ୍କୁ ଜନ କଲ୍ୟାଣ କାର୍ଯ୍ୟକ୍ରମରେ ସାମିଲ ହେବାକୁ ପ୍ରବର୍ତ୍ତାଉଛି ।

Click here to read full text speech

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Indian economy, banks well positioned to tackle West Asia crisis, trade risks: RBI Governor Malhotra

Media Coverage

Indian economy, banks well positioned to tackle West Asia crisis, trade risks: RBI Governor Malhotra
NM on the go

Nm on the go

Always be the first to hear from the PM. Get the App Now!
...
Shri Ram Nath Kovind’s autobiography will become a treasure for Indian democracy and Indian society: PM Modi
August 12, 2026
Today, we have the opportunity to release the autobiography of Shri Ram Nath Kovind ji; I am happy to be a part of this program: PM
His journey reflects a life dedicated to public service and the progress of our nation:PM
My prolonged acquaintance with Kovind Ji and his special affection and warmth towards me have been my greatest assets: PM
Mahatma Gandhi, Babasaheb Ambedkar, Jyotiba Phule, and Savitribai Phule dreamed of a new India where the poorest and the most disadvantaged could reach the top: PM
Individuals like Kovind Ji have transformed their own lives and also played a pivotal role in bringing their dream and vision for India to fruition: PM
Even after retiring as President; he is working on 'One Nation, One Election'; Its resolution can start a new chapter in Democracy: PM


हमारे पूर्व राष्ट्रपति श्रीमान रामनाथ कोविंद जी, लोकसभा के अध्यक्ष आदरणीय ओम बिरला जी, श्रीमती सविता कोविंद जी, सभाग्रह में सभी वरिष्ठ जन बैठे हैं, सबका उल्लेख नहीं कर पाऊंगा, लेकिन मेरे लिए बहुत आनंद है कि एक पारिवारिक कार्यक्रम लग रहा है।

भाइयों-बहनों,

आज हमें श्री रामनाथ कोविंद जी की आत्मकथा के विमोचन का अवसर मिला है। मुझे खुशी है कि मुझे भी इस कार्यक्रम का हिस्सा बनने का सौभाग्य मिला है। कोविंद जी से मेरा बहुत लंबा परिचय रहा है, उन्हें करीब से जानने का भी अवसर मिला और राष्ट्रपति के रूप में उनका मार्गदर्शन और इस सबके साथ-साथ उनका मेरे प्रति विशेष स्नेह, उनकी आत्मीयता, ये मेरी बहुत बड़ी पूंजी रही है। मैंने उनके जीवन को जितना समझा है, उनकी कार्यक्षमताओं को जितना जाना है, मैं पूरे विश्वास से कह सकता हूं कि श्री रामनाथ कोविंद जी की ऑटो-बायोग्राफ़ी अपने आप में भारतीय लोकतंत्र और भारतीय समाज के लिए एक धरोहर बनेगी। कोविंद जी की जीवन यात्रा, समाज और राष्ट्र के लिए उनका योगदान, ऐसा कितना कुछ है जिसके बारे में मैं विस्तार से बात कर सकता हूं, लेकिन बुक रिलीज़ में केवल ‘कर्टन रेज़र’ ही होना चाहिए। आप सब किताब का पूरा लाभ पढ़कर ही लें, तो ही ज्यादा अच्छा है।

साथियों,

कोविंद जी की जीवन यात्रा को आप उनके शब्दों में जानें, उनकी लेखनी को, उनके अनुभवों को देश की नई पीढ़ी पढ़े, इससे हर किसी को काफी कुछ सीखने को मिलेगा। मैं रामनाथ कोविंद जी को इस आत्मकथा के लिए बहुत-बहुत बधाई देता हूं।

साथियों,

कोविंद जी ने अपनी इस पुस्तक को बहुत ही सटीक नाम दिया है- “Triumph of the Indian Republic: My Life, My Struggles” कहने का भाव ये कि जीवन और जीवन के संघर्ष उनके व्यक्तिगत हैं, लेकिन उन संघर्षों के परिणामस्वरूप मिली जीत, भारत के गणतंत्र की है, भारत के लोकतंत्र की है।

साथियों,

हम सब अक्सर अनुभव करते हैं कि इंसान का एक स्वभाव होता है, लोग अपनी सफलता का श्रेय खुद को देते हैं और जीवन की मुश्किलों के लिए, कठिनाइयों के लिए समाज को जिम्मेदार ठहराते हैं। लेकिन, जब हृदय उदार हो, भारतीय संस्कार हों, तब व्यक्ति समाज की कमियाँ निकालने में समय नहीं गँवाता, वो उसके सकारात्मक पक्ष पर फोकस करता है, वो अपनी सफलता में समाज को बराबर का भागीदार मानता है। कोविंद जी की आत्मकथा और उसका शीर्षक इसके उदाहरण हैं। आप उनका जीवन देखिए, एक बेहद सामान्य परिवार में, कानपुर देहात में उनका जन्म हुआ। कोविंद जी ने अभी भी कुछ वर्णन किया और अपनी किताब में भी लिखा है, कैसे गर्मी के मौसम में एक दिन उनके घर में आग लग गई, उनकी माँ अपनी चिंता छोड़कर घर की चीजों को बचा रही थीं। आखिर, एक सामान्य परिवार में, माँ के लिए एक-एक चीज बच्चों के पालन-पोषण का जरिया होती है। उसी कोशिश में, आग में फंसकर उनकी माता जी की मृत्यु हो गई। आप कल्पना कर सकते हैं, छोटी सी उम्र में इस तरह की घटना, माँ को इस तरह खो देना, ये कितना दर्दनाक रहा होगा। मैं तो भाग्यशाली रहा हूं, मेरी मां 100 साल से भी अधिक जीवित रही और मुझे आशीर्वाद देती रही। उसके बावजूद भी, आज भी मैं मां की कमी महसूस करता हूं।

साथियों,

उनके जीवन का एक ऐसा दर्दनाक ये घटनाक्रम था, कोई भी इससे टूट सकता था, लेकिन कोविंद जी को उन मुश्किलों ने मजबूत किया। पड़ोस की एक माता जी ने उनके पालन-पोषण में मदद की। इससे उन्होंने समाज की एकता और सौहार्द की ताकत को समझा। इस घटना के बाद कोविंद जी के जीवन में उनके पिता की भूमिका और बड़ी हो गई और जिस तरह से उन्होंने अपने परिवार को संभाला, बच्चों को संस्कार दिये, इसीलिए, कोविंद जी अपने पिता को अपना हीरो मानते हैं।

साथियों,

बचपन के इन संघर्षों के बीच, कोविंद जी ने शिक्षा को, अपने सामर्थ्य को बढ़ाने का मार्ग बनाया। उन्होंने मेहनत की, उन्होंने संसाधनों की कमी को कमजोरी नहीं बनने दिया। और, एक ऐसे मुकाम तक पहुंचे, जिसकी कल्पना भी तब लोगों ने नहीं की थी। वो भारत जैसे विशाल देश के राष्ट्रपति बने।

साथियों,

इतने बड़े पद पर पहुंचने के बाद भी कोविंद जी का विनम्र व्यक्तित्व, उनकी सादगी ऐसे ही कायम रही। मुझे याद है प्रधानमंत्री के तौर पर मैं राष्ट्रपति भवन में उनसे मिलने जाता था। प्रोटोकॉल के हिसाब से जो बातें नहीं हो सकती हैं, वो बातें वो करते थे। वो प्रधानमंत्री को छोड़ने के लिए गाड़ी के दरवाजे तक आते थे। मैं शुरू में उनको प्रार्थना करता रहता था, प्लीज आप ऐसा मत कीजिए, लेकिन उन्होंने जीवन के आखिर तक अपनी उस विनम्रता को कभी छोड़ा नहीं। राष्ट्रपति बनने के बाद जब वे अपने गांव परौंख गए, तो उन्होंने वहाँ अपने गुरुओं के पैर छूकर उन्हें प्रणाम किया। गाँव की मिट्टी को नमन करके उन्होंने गाँव के सामान्य लोगों का धन्यवाद किया। पूरे देश ने वो भावुक दृश्य देखा था। उनके इस आचरण ने दुनिया के सामने भारत के संस्कारों की ऐसी तस्वीर सामने रखी, जिस पर हर भारतवासी गर्व करता है।

साथियों,

गुलामी के सैकड़ों साल में हमारे देश ने आर्थिक और सामाजिक रूप से बहुत कुछ खोया था। हमारे पूर्वजों ने सदियों तक संघर्ष किया। महात्मा गांधी, बाबा साहब अंबेडकर, ज्योतिबा फुले, सावित्रबाई फुले, ऐसी कितनी ही महान विभूतियों ने भारत के नवनिर्माण का सपना देखा था। एक ऐसा भारत जहां गरीब से गरीब, वंचित से वंचित को शिखर तक पहुँचने का अवसर मिल सके। कोविंद जी जैसे व्यक्तित्वों ने अपने श्रम और काबिलियत से केवल खुद का जीवन ही बदला, इतना नहीं है, उन्होंने सदियों के उस स्वप्न को, उस विज़न को भी साकार करने में अपनी अहम भूमिका निभाई है। और इस दिशा में हम सबके प्रयास अभी भी जारी हैं। हमें भविष्य में कोविंद जी जैसे अनेकों युवा चाहिए, जो परेशानियों से परास्त न हों, जो मुश्किलों के सामने मायूस न हों, बल्कि अपनी मेहनत से हर मंजिल को आसान बनाने का हौसला रखें। इसी बदलाव से सशक्त भारत के निर्माण का संकल्प पूरा होगा। यहीं से आत्मनिर्भर और विकसित भारत का रास्ता बनेगा।

साथियों,

ऐसे युवाशक्ति के निर्माण के लिए जो प्रेरणा चाहिए, कोविंद जी की ऑटोबायोग्राफ़ी उसका अहम स्रोत बन सकती है।

साथियों,

कोविंद जी ने अपनी जीवनी में मोरारजी भाई देसाई के साथ अनुभवों के बारे में भी इसमें विस्तार से बताया है। कोविंद जी के भीतर देशसेवा की जो भावना थी, मोरारजी भाई के साथ काम करके उन्हें जो सीखने को मिला, जो रास्ता मिला। कोविंद जी ने राजनीति और समाजसेवा को अपना मार्ग बनाया। वो अपने कर्तव्यों के लिए समर्पित रहे। सेवा को उन्होंने अपना लक्ष्य बनाकर काम किया। संसद में उनका कार्यकाल गवाह है। राज्यपाल के रूप में भी उन्होंने एक उदाहरण प्रस्तुत किया। राष्ट्रपति के रूप में भी हमें उनकी यही कर्तव्यनिष्ठा दिखाई देती रही। यहाँ तक कि राष्ट्रपति जैसे सर्वोच्च पद से सेवामुक्त होने के बाद भी उन्होंने विश्राम नहीं लिया है। वो अभी भी ‘एक देश, एक चुनाव’ One Nation, One Election जैसे महत्वपूर्ण विषय पर काम कर रहे हैं। देश को जगा रहे हैं। ये एक ऐसा विषय है, जिसका समाधान देश के लोकतंत्र का नया अध्याय शुरू कर सकता है। मैं मानता हूँ, कोविंद जी की इस कर्तव्यनिष्ठा और सेवाभाव से देश के लोग बहुत कुछ सीख सकते हैं।

साथियों,

सामाजिक जीवन में सक्रिय रहते हुये ऑटोबायोग्राफ़ी के लिए समय निकाल पाना बहुत मुश्किल होता है। कोविंद जी ने ये काम हम सबके लिए किया है, क्योंकि उनके जीवन में ऐसा कितना कुछ है, जिसमें गरीब वंचित तबके से आए तमाम लोग अपने जीवन की परछाई देख सकते हैं। कैसे एक साधारण परिवार मुश्किल हालातों में भी जीवन की शुचिता और ईमानदारी से समझौता नहीं करता, कैसे वही आदर्श आगे चलकर हमारे जीवन का आधार बनते हैं, हमारे कठिन समय के मूल्य किस तरह जीवनभर हमें रोशनी देते हैं, कैसे इस पवित्रता से हमें राष्ट्र सेवा की शक्ति मिलती है। अलग-अलग पदों का दायित्व निभाते हुए, कोविंद जी ने समाज को निरंतर इसकी प्रेरणा दी है।

साथियों,

मुझे विश्वास है, कोविंद जी की ऑटोबायोग्राफ़ी, इसमें उनके जीवन की ही नहीं, बल्कि हमारे लोकतंत्र की भी अहम स्मृतियाँ सुरक्षित होंगी। मैं एक बार फिर उन्हें उनकी आत्मकथा के लिए शुभकामनाएं देता हूं। और मैं खास करके युवा पीढ़ी से आग्रह करूंगा, रील का जमाना है, सोशल मीडिया में इनफ्लुएंसर आपको खींच के कहीं-कहीं ले जाते हैं। इस शॉर्टकट के युग में भी एक बात हम जरूर याद रखें, रेलवे स्टेशन पर लिखा हुआ होता है, कुछ लोगों को पटरी पर कूद कर के जाने की आदत होती है, ब्रिज पर नहीं जाते। तो वहां लिखा होता है, शॉर्टकट विल कट यू शॉर्ट। और अगर शॉर्टकट के रास्ते से भी कहीं बाहर निकलना है, तो मैं नौजवानों को कहूंगा आपको जिसका भी पसंद हो ऑटोबायोग्राफी जरूर पढ़ें। ऑटोबायोग्राफी उस कालखंड की इतिहास की घटनाओं को अलग तरीके से समझने का अवसर देती है। इतिहास से काफी निकट होता है वो कालखंड बायोग्राफी का और इसलिए मैं जरूर चाहूंगा कि कोविंद जी की जो मेहनत है, वो आने वाली पीढ़ियों को काम आए, युवा पीढ़ी को विशेष रूप से काम आए। बहुत-बहुत शुभकामनाएं। बहुत-बहुत धन्यवाद।