ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମିଳିତ ଜାତିସଂଘ ସାଧାରଣ ସଭାର ୭୭ତମ ଅଧିବେଶନର ଅଧ୍ୟକ୍ଷ ମହାମହିମ ଶ୍ରୀ ସାବା କରୋସିଙ୍କୁ ସ୍ୱାଗତ କରିଛନ୍ତି ।  

ପ୍ରଧାନମନ୍ତ୍ରୀ ଏକ ଟ୍ୱିଟରେ କହିଛନ୍ତି;

“ଭାରତକୁ ପ୍ରଥମ ଗସ୍ତରେ ଆସିଥିବା @UN_PGA ସାବା କରୋସିଙ୍କୁ ସ୍ୱାଗତ କରି ଖୁସି । ମିଳିତ ଜାତିସଂଘ ସହ ଭାରତର ବହୁପାକ୍ଷିକ ପ୍ରତିବଦ୍ଧତାକୁ ଦୋହରାଉଛି । ବିଶ୍ୱ ଜଳ ସମ୍ବଳଗୁଡିକର ସଂରକ୍ଷଣ ଓ ସଠିକ ବିନିଯୋଗ ସମ୍ପର୍କରେ ଆଲୋଚନା କଲୁ । #G20India ପାଇଁ ତାଙ୍କ ସମର୍ଥନକୁ ସ୍ୱାଗତ କରୁଛି ।”       

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Boost to small exporters, MSMEs as govt removes Rs 10-lakh cap on courier trade

Media Coverage

Boost to small exporters, MSMEs as govt removes Rs 10-lakh cap on courier trade
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଏପ୍ରିଲ 4, 2026
April 04, 2026

Real Change on the Ground: PM Modi’s Reforms Simplifying Life, Supercharging Economy & Securing India’s Future