ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗୁରୁ ପୂର୍ଣ୍ଣିମା ଅବସରରେ ସଭିଁଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି:
‘ସମସ୍ତ ଦେଶବାସୀଙ୍କୁ ଗୁରୁ ପୂର୍ଣ୍ଣିମାର ଅସୀମ ଶୁଭକାମନା ।’
समस्त देशवासियों को गुरु पूर्णिमा की अनंत शुभकामनाएं।
— Narendra Modi (@narendramodi) July 3, 2023


