ପ୍ରଧାନମନ୍ତ୍ରୀ ମୋଦୀ ମେକ୍ସିକୋରେ ହୋଇଥିବା ରାଷ୍ଟ୍ରପତି ନିର୍ବାଚନରେ ଆଣ୍ଡ୍ରିସ ମାନୁଏଲଙ୍କ ବିଜୟୀ ଲାଗି ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି ,''କେକ୍ସିକୋରେ ହୋଇଥିବା ରାଷ୍ଟ୍ରପତି ନିର୍ବାଚନରେ ବିଜୟ ଲାଗି ଆଣ୍ଡ୍ରିସ ମାନୁଏଲଙ୍କୁ ମୋର ଶୁଭକାମନା । Muchas Felicidades! ଭାରତ-ମେକ୍ସିକୋର ଗୁରୁତ୍ୱପୂର୍ଣ୍ଣ ଭାଗିଦାରୀ ଦିଗରେ ଆଗକୁ ବଢ଼ିବା ପାଇଁ ମିଳିତ କାମ କରିବାକୁ ନେଇ ଉତ୍ସାହୀ ।''


