ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ରକ୍ୟାବିନେଟ ବୈଠକରେ ଅଯୋଧ୍ୟା ବିମାନବନ୍ଦରକୁ ଅନ୍ତର୍ଜାତୀୟ ବିମାନବନ୍ଦର ଭାବେଘୋଷଣା କରିବା ଏବଂ ଏହାକୁ "ମହର୍ଷି ବାଲ୍ମିକି ଅନ୍ତର୍ଜାତୀୟ ବିମାନବନ୍ଦର, ଅଯୋଧ୍ୟାଧାମ" ନାମରେ ନାମିତ କରିବା ପ୍ରସ୍ତାବକୁ ଅନୁମୋଦନ ମିଳିଛି । 

ଅଯୋଧ୍ୟାର ଅର୍ଥନୈତିକ ସାମର୍ଥ୍ୟ ଏବଂ ବିଶ୍ୱ ତୀର୍ଥସ୍ଥଳୀ ଭାବରେ ଏହାର ମହତ୍ତ୍ୱକୁସାକାର କରିବା, ବିଦେଶୀ ତୀର୍ଥଯାତ୍ରୀ ଏବଂ ପର୍ଯ୍ୟଟକଙ୍କ ପାଇଁ ଦ୍ୱାର ଖୋଲିବା ପାଇଁଅଯୋଧ୍ୟା ବିମାନବନ୍ଦରକୁ ଅନ୍ତର୍ଜାତୀୟ ମାନ୍ୟତା ପ୍ରଦାନ କରିବା ଗୁରୁତ୍ୱପୂର୍ଣ୍ଣ ।

ବିମାନବନ୍ଦରର ନାମ "ମହର୍ଷି ବାଲ୍ମିକି ଅନ୍ତର୍ଜାତୀୟ ବିମାନ ବନ୍ଦର, ଅଯୋଧ୍ୟାଧାମ", ମହାକାବ୍ୟ ରାମାୟଣ ରଚନା କରିଥିବା ଋଷି ମହର୍ଷି ବାଲ୍ମିକିଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣକରିବା ସହ ବିମାନବନ୍ଦରର ପରିଚୟକୁ ଏକ ସାଂସ୍କୃତିକ ସ୍ପର୍ଶ ପ୍ରଦାନ କରିଥାଏ ।

ଏହାର ଗଭୀର ସାଂସ୍କୃତିକ ମୂଳ ସହିତ ଅଯୋଧ୍ୟା ଏକ ପ୍ରମୁଖ ଅର୍ଥନୈତିକ କେନ୍ଦ୍ରଏବଂ ତୀର୍ଥସ୍ଥଳରେ ପରିଣତ ହେବା ପାଇଁ କୌଶଳଗତ ଭାବରେ ଅବସ୍ଥିତ ।ଅନ୍ତର୍ଜାତୀୟ ତୀର୍ଥଯାତ୍ରୀ ଏବଂ ବ୍ୟବସାୟକୁ ଆକୃଷ୍ଟ କରିବା ପାଇଁ ଏହିବିମାନବନ୍ଦରର ସମ୍ଭାବନା ସହରର ଐତିହାସିକ ପ୍ରାଧାନ୍ୟ ସହିତ ରହିଛି। 

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
IIT Delhi tops India in QS Rankings 2027; 52 Indian institutions feature

Media Coverage

IIT Delhi tops India in QS Rankings 2027; 52 Indian institutions feature
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁନ 18, 2026
June 18, 2026

PM Modi’s Leadership Delivers: Electronic Interlocking, Semiconductor Push & Tariff-Free UK Access