ପ୍ରଧାନମନ୍ତ୍ରୀ ସଂସ୍କୃତ ସୁଭାଶିତମକୁ ସେୟାର କରି ଗୁରୁତ୍ୱାରୋପ କରିଛନ୍ତି ଯେ ଭାରତର ବର୍ଦ୍ଧିତ ଶକ୍ତି ଏହାର ଲୋକଙ୍କ ସଂକଳ୍ପ ଏବଂ ସମର୍ପଣ ଦ୍ୱାରା ପରିଚାଳିତ May 15th, 02:25 pm