ନୀତି ଆୟୋଗ ରିପୋର୍ଟ ଅନୁସାରେ ଗତ ୯ ବର୍ଷରେ ୨୪.୮୨ କୋଟି ଲୋକ ବହୁମୁଖୀ ଦାରିଦ୍ର୍ୟତାରୁ ହଟିଥିବାରୁ ପ୍ରତି ଭାରତୀୟଙ୍କ ସମୃଦ୍ଧ ଭବିଷ୍ୟତ ପ୍ରତି ପ୍ରତିବଦ୍ଧତା ଦୋହରାଇଛନ୍ତି ପ୍ରଧାନମନ୍ତ୍ରୀ January 15th, 07:44 pm