ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଭାରତୀୟ ନୌସେନା ପାଇଁ ଆଗାମୀ ପୀଢିର ୧୧ ତଟବର୍ତ୍ତୀ ପାଟ୍ରୋଲ ପୋତ ଓ ଛଅଟି ଆଗାମୀ ପୀଢିର କ୍ଷେପଣାସ୍ତ୍ର ପୋତ ଅଧିଗ୍ରହଣ ପାଇଁ ଭାରତୀୟ ଶିପୟାର୍ଡ ସହ ୧୯,୬୦୦ କୋଟି ଟଙ୍କାର ଚୁକ୍ତି ସ୍ୱାକ୍ଷର March 31st, 09:11 am