ସୁସ୍ଥ ନାରୀ, ସଶକ୍ତ ପରିବାର ଅଭିଯାନ ଅଧୀନରେ ତିନିଟି ଗିନିଜ ୱାର୍ଲ୍ଡ ରେକର୍ଡ ହାସଲକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା
November 01st, 02:16 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସୁସ୍ଥ ନାରୀ, ସଶକ୍ତ ପରିବାର ଅଭିଯାନ ଅଧୀନରେ ତିନିଟି ଗିନିଜ ୱାର୍ଲ୍ଡ ରେକର୍ଡ ଟାଇଟଲ ହାସଲକୁ ପ୍ରଶଂସା କରିଛନ୍ତି ।ଯୋଗ ଆନ୍ଦୋଳନକୁ ସୁଦୃଢ଼ କରିବା ପାଇଁ ଆନ୍ଧ୍ରପ୍ରଦେଶର ଯୋଗାନ୍ଧ୍ରା ପଦକ୍ଷେପର ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ
June 22nd, 02:10 pm
ଦୈନନ୍ଦିନ ଜୀବନରେ ଯୋଗକୁ ସାମିଲ କରିବା ସହ ସେମାନଙ୍କର ପ୍ରେରଣାଦାୟ ପ୍ରତି ବଦ୍ଧତା ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଆନ୍ଧ୍ରପଦେଶର ଲୋକମାନଙ୍କର ପ୍ରଶଂସା କରିଛନ୍ତି । ଏହା ଦ୍ୱାରା ସ୍ୱାସ୍ଥ୍ୟ ଏବଂ ସୁସ୍ଥତା ପାଇଁ ଦେଶବ୍ୟାପୀ ଆନ୍ଦୋଳନକୁ ଆହୁରି ପ୍ରେରଣା ମିଳିବ ବୋଲି ସେ କହିଛନ୍ତି ।୧୦୮ ସ୍ଥାନରେ ଏକ ସମୟରେ ବହୁସଂଖ୍ୟାରେ ଲୋକ ସୂର୍ଯ୍ୟ ନମସ୍କାର କରି ବିଶ୍ୱ ରେକର୍ଡ କରିଥିବାରୁ ପ୍ରଧାନମନ୍ତ୍ରୀ ଗୁଜରାଟକୁ ଅଭିନନ୍ଦନ ଜଣାଇଛନ୍ତି
January 01st, 02:00 pm
୧୦୮ ସ୍ଥାନରେ ଏକକାଳୀନ ବହୁସଂଖ୍ୟାରେ ଲୋକ ସୂର୍ଯ୍ୟ ନମସ୍କାର କରି ଗିନିଜ୍ ୱାର୍ଲ୍ଡ ରେକର୍ଡ କରିଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁଜରାଟକୁ ଅଭିନନ୍ଦନ ଜଣାଇଛନ୍ତି ।ଗିନିଜ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡରେ ସ୍ଥାନ ପାଇଥିବାରୁ ମଧ୍ୟପ୍ରଦେଶର ତାନସେନ ଫେଷ୍ଟିଭାଲରେ ଅଭିନୟ କରୁଥିବା କଳାକାରଙ୍କୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ
December 26th, 11:02 pm
ମଧ୍ୟପ୍ରଦେଶରେ ଚାଲିଥିବା 'ତାନସେନ୍ ଫେଷ୍ଟିଭାଲ୍'ରେ ୧,୨୮୨ ତବଲା ବାଦକଙ୍କ ପ୍ରଦର୍ଶନ ଗିନିଜ୍ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡରେ ସ୍ଥାନ ପାଇଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପ୍ରଶଂସା କରିଛନ୍ତି।୨୦୨୩ ଡିସେମ୍ବର ୧୪ରେ ପୁନେର ଏସ୍ପି କଲେଜରେ ସବୁଠୁ ବଡ଼ ଶିକ୍ଷାଗତ ଗତିବିଧିରେ ଗିନିଜ୍ ୱାର୍ଲ୍ଡ ରେକର୍ଡକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା
December 14th, 04:48 pm
୨୦୨୩ ଡିସେମ୍ବର ୧୪ରେ ପୁନେର ଏସ୍ପି କଲେଜରେ ସବୁଠୁ ବଡ଼ ଶିକ୍ଷାଗତ ଗତିବିଧିରେ ଗିନିଜ୍ ୱାର୍ଲ୍ଡ ରେକର୍ଡକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପ୍ରଶଂସା କରିଛନ୍ତି । ଏଠାରେ ୩,୦୬୬ ପିତାମାତା କାହାଣୀ ଶୁଣାଇବା ମାଧ୍ୟମରେ ସମାଜରେ ପଢ଼ିବା ସଂସ୍କୃତିକୁ ପ୍ରୋତ୍ସାହିତ କରିବା ପାଇଁ ନିଜ ପିଲାମାନଙ୍କୁ ପଢ଼ାଇଥିଲେ ।କର୍ଣ୍ଣାଟକର ହାମ୍ପିରେ ଚାଲିଥିବା ୩ୟ ଜି -୨୦ ସଂସ୍କୃତି କାର୍ଯ୍ୟ ଗୋଷ୍ଠି ବୈଠକରେ ମୋଟ୍ ୧୭୫୫ ବସ୍ତୁ ସହିତ "ଲମ୍ବାନି ବସ୍ତୁଗୁଡିକର ସର୍ବ ବୃହତ ପ୍ରଦର୍ଶନ” ପାଇଁ ଗିନିଜ୍ ୱାର୍ଲ୍ଡ ରେକର୍ଡକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ
July 10th, 10:14 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କର୍ଣ୍ଣାଟକର ହାମ୍ପି ଠାରେ ଅନୁଷ୍ଠିତ ତୃତୀୟ ଜି -୨୦ ସଂସ୍କୃତି କାର୍ଯ୍ୟ ଗୋଷ୍ଠି ବୈଠକରେ ମୋଟ ୧୭୫୫ ଟି ବସ୍ତୁ ସହିତ ‘ଲମ୍ବାନୀ ବସ୍ତୁଗୁଡିକର ସର୍ବ ବୃହତ ପ୍ରଦର୍ଶନ' ପାଇଁ ଗିନିଜ ୱାର୍ଲ୍ଡ ରେକର୍ଡକୁ ପ୍ରଶଂସା କରିଛନ୍ତି ।ଗିନିଜ୍ ୱାର୍ଲ୍ଡ ରେକର୍ଡ ପାଇଁ ସୁରଟକୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ
June 22nd, 06:53 am
ଗୋଟିଏ ସ୍ଥାନରେ ଏକସଙ୍ଗେ ସର୍ବାଧିକ ଲୋକ ଯୋଗ କରି ଗିନିଜ୍ ୱାର୍ଲ୍ଡ ରେକର୍ଡରେ ସ୍ଥାନିତ ହୋଇଥିବାରୁ ସୁରଟକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୁଭେଚ୍ଛା ଜଣାଇଛନ୍ତି ।'ଏକ ଭାରତ, ଶ୍ରେଷ୍ଠ ଭାରତ'ର ଭାବନା ଆମ ଦେଶକୁ ଶକ୍ତିଶାଳୀ କରୁଛି: 'ମନ୍ କୀ ବାତ୍'ରେ ପ୍ରଧାନମନ୍ତ୍ରୀ ମୋଦୀ
March 26th, 11:00 am
ମୋର ପ୍ରିୟ ଦେଶବାସୀଗଣ, ‘ମନ କି ବାତ୍’ରେ ଆମେ ଏଭଳି ହଜାର ହଜାର ଲୋକଙ୍କ ବିଷୟରେ ଆଲୋଚନା କରିଛୁ, ଯେଉଁମାନେ ଅନ୍ୟମାନଙ୍କ ସେବା ପାଇଁ ନିଜର ଜୀବନକୁ ସମର୍ପିତ କରିଦେଇଥାଆନ୍ତି । ଏଭଳି ଅନେକ ଲୋକ ଥାଆନ୍ତି, ଯେଉଁମାନେ ଝିଅମାନଙ୍କ ଶିକ୍ଷା ପାଇଁ ନିଜର ସାରା ପେନ୍ସନ୍ ଖର୍ଚ୍ଚ କରିଦେଇଥାଆନ୍ତି । କେହି ନିଜ ଜୀବନଯାକର ଉପାର୍ଜନକୁ ପରିବେଶ ଓ ପ୍ରାଣୀ ସେବା ପାଇଁ ସମର୍ପିତ କରିଦେଇଥାଏ । ଆମ ଦେଶରେ ପରମାର୍ଥକୁ ଏତେ ଉଚ୍ଚ ସ୍ଥାନ ଦିଆଯାଇଛି ଯେ, ଅନ୍ୟମାନଙ୍କ ସୁଖ ପାଇଁ ଲୋକେ ନିଜର ସର୍ବସ୍ୱ ଦାନ କରିବାରେ ମଧ୍ୟ କୁଣ୍ଠାବୋଧ କରନ୍ତି ନାହିଁ । ସେଇଥିପାଇଁ ତ ଆମକୁ ପିଲାଦିନେ ଶିବି ଓ ଦଧିଚିଙ୍କ ଭଳି ଦେହ-ଦାନୀଙ୍କ କାହାଣୀ କୁହାଯାଇଥାଏ।ପ୍ରଧାନମନ୍ତ୍ରୀ ମୋଦୀ ମୋଡାସା ,ଗୁଜରାଟଠାରେ ଜଳ ଯୋଗାଣ ଯୋଜନାର ଶୁଭାରମ୍ଭ କଲେ
June 30th, 12:10 pm
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୋଡାସା ,ଗୁଜରାଟଠାରେ ଜଳ ଯୋଗାଣ ଯୋଜନାର ଶୁଭାରମ୍ଭ କରିଛନ୍ତି । ଏକ ସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଲେ ,'' ଆମେ ଏହା ସୁନିଶ୍ଚିତ କରିଛୁ ଯେ ଗୁଜରାଟର କୃଷକଙ୍କୁ ଆମର ବିଭିନ୍ନ ସିଂଚାଇ ଯୋଜନା ମାଧ୍ୟମରେ ପାଣି ମିଳୁ ।” ସେ ଫସଲ ବୀମା ଯୋଜନା ଏବଂ ଇ-ନାମ ବିଷୟରେ ମଧ୍ୟ କହିଥିଲେ ।Our infrastructure must be developed keeping in mind requirements of divyangs: PM Modi
June 29th, 08:13 pm
PM Modi addressed a Samajik Adhikarita Shivir in Rajkot, and distributed aids and assistive devices to pyang beneficiaries. He urged the start-up sector to look at ways through which innovation and technology can transform lives of Divyang sisters and brothers.ରାଜକୋଟ ସାମାଜିକ ସଶକ୍ତିକରଣ ଶିବିରରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ, ଦିବ୍ୟାଙ୍ଗମାନଙ୍କୁ ସହାୟକ ଉପକରଣ ବଣ୍ଟନ
June 29th, 05:29 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ରାଜକୋଟରେ ସାମାଜିକ ସଶକ୍ତିକରଣ ଶିବିରରେ ଉଦ୍ବୋଧନ ଦେଇଥିଲେ ଏବଂ ଦିବ୍ୟାଙ୍ଗ ହିତାଧିକାରୀମାନଙ୍କୁ ସହାୟକ ଉପକରଣ ବାଣ୍ଟିଥିଲେ ।