ସେୟାର
 
Comments

ଅଭିନେତା ବିବେକଙ୍କ ଆକାଳ ବିୟୋଗରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦୁଃଖ ପ୍ରକାଶ କରିଛନ୍ତି ।

ଏକ ଟ୍ଵିଟ୍ ମାଧ୍ୟମରେ ଶ୍ରୀ ମୋଦୀ କହିଛନ୍ତି, “ପ୍ରଖ୍ୟାତ ଅଭିନେତା ବିବେକଙ୍କ ଅକାଳ ବିୟୋଗ ଅନେକଙ୍କୁ ମର୍ମାହତ କରିଛି । ତାଙ୍କର ହାସ୍ୟରସାତ୍ମକ ଢଙ୍ଗ ଏବଂ ବଳିଷ୍ଠ ସଂଳାପ ଲୋକଙ୍କ ମନୋରଞ୍ଜନ କରୁଥିଲା । ଉଭୟ ଚଳଚ୍ଚିତ୍ର ଓ ବ୍ୟକ୍ତିଗତ ଜୀବନରେ ପରିବେଶ ଓ ସମାଜ ପ୍ରତି ତାଙ୍କର ଚିନ୍ତାଧାରା ପ୍ରକଟ ହୋଇଥିଲା । ତାଙ୍କ ପରିବାର, ବନ୍ଧୁ ଏବଂ ପ୍ରଶଂସକଙ୍କ ପ୍ରତି ସମବେଦନା । ଓମ୍ ଶାନ୍ତି" ।

Modi Govt's #7YearsOfSeva
Explore More
ଆମକୁ ‘ଚଳେଇ ନେବା’ ମାନସିକତାକୁ ଛାଡି  'ବଦଳିପାରିବ' ମାନସିକତାକୁ ଆଣିବାକୁ ପଡ଼ିବ :ପ୍ରଧାନମନ୍ତ୍ରୀ ମୋଦୀ

ଲୋକପ୍ରିୟ ଅଭିଭାଷଣ

ଆମକୁ ‘ଚଳେଇ ନେବା’ ମାନସିକତାକୁ ଛାଡି 'ବଦଳିପାରିବ' ମାନସିକତାକୁ ଆଣିବାକୁ ପଡ଼ିବ :ପ୍ରଧାନମନ୍ତ୍ରୀ ମୋଦୀ
How Modi government’s flagship missions have put people at the centre of urban governance (By HS Puri)

Media Coverage

How Modi government’s flagship missions have put people at the centre of urban governance (By HS Puri)
...

Nm on the go

Always be the first to hear from the PM. Get the App Now!
...
PM remembers those who resisted Emergency
June 25, 2021
ସେୟାର
 
Comments
Let us pledge to do everything possible to strengthen India’s democratic spirit, and live up to the values enshrined in our Constitution: PM

The Prime Minister, Shri Narendra Modi, has remembered all those greats who resisted the Emergency and protected Indian democracy.

In a series of tweets on the anniversary of Emergency, the Prime Minister said.

“The #DarkDaysOfEmergency can never be forgotten. The period from 1975 to 1977 witnessed a systematic destruction of institutions.

Let us pledge to do everything possible to strengthen India’s democratic spirit, and live up to the values enshrined in our Constitution.

This is how Congress trampled over our democratic ethos. We remember all those greats who resisted the Emergency and protected Indian democracy. #DarkDaysOfEmergency"

https://www.instagram.com/p/CQhm34OnI3F/?utm_medium=copy_link