ସେୟାର
 
Comments

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜର ଦ୍ୱିତୀୟ କାର୍ଯ୍ୟକାଳରେ ପ୍ରଥମ ଥର ରବିବାର ,ସେପ୍ଟେମ୍ବର 29 ରେ ନିଜର ମାସିକ ରେଡିଓ କାର୍ଯ୍ୟକ୍ରମ 'ମନ କି ବାତ' ମାଧ୍ୟମରେ ଦେଶକୁ ସମ୍ବୋଧିତ କରିବେ । ଏହି କାର୍ଯ୍ୟକ୍ରମ ପାଇଁ ଆପଣ ମଧ୍ୟ ଆପଣଙ୍କ ବିଚାର ଏବଂ ପରାମର୍ଶ ସେୟାର କରିପାରିବେ । ପ୍ରଧାନମନ୍ତ୍ରୀ ମୋଦୀ ସେଥିରୁ କିଛି ବଛା ବଛା ବିଚାର ଏବଂ ପରାମର୍ଶକୁ ନିଜ କାର୍ଯ୍ୟକ୍ରମରେ ସାମିଲ କରିପାରନ୍ତି ।

ତଳେ ଦିଆଯାଇଥିବା ଟିପ୍ପଣୀ ବକ୍ସରେ ଆପଣଙ୍କ ବିଚାର ଏବଂ ପରାମର୍ଶ ସେୟାର କରନ୍ତୁ ।
 
ଦାନ
Explore More
ଆମକୁ ‘ଚଳେଇ ନେବା’ ମାନସିକତାକୁ ଛାଡି  'ବଦଳିପାରିବ' ମାନସିକତାକୁ ଆଣିବାକୁ ପଡ଼ିବ :ପ୍ରଧାନମନ୍ତ୍ରୀ ମୋଦୀ

ଲୋକପ୍ରିୟ ଅଭିଭାଷଣ

ଆମକୁ ‘ଚଳେଇ ନେବା’ ମାନସିକତାକୁ ଛାଡି 'ବଦଳିପାରିବ' ମାନସିକତାକୁ ଆଣିବାକୁ ପଡ଼ିବ :ପ୍ରଧାନମନ୍ତ୍ରୀ ମୋଦୀ
7th Pay Commission: Modi govt makes big announcement for J&K, Ladakh; 4.5 lakh employees to benefit

Media Coverage

7th Pay Commission: Modi govt makes big announcement for J&K, Ladakh; 4.5 lakh employees to benefit
...

Nm on the go

Always be the first to hear from the PM. Get the App Now!
...
ଏଠାରେ ପଢନ୍ତୁ 23 ଅକ୍ଟୋବର,2019 ର ଟପ ନ୍ୟୁଜ ଷ୍ଟୋରି
October 23, 2019
ସେୟାର
 
Comments

ଦିନସାରାର ପ୍ରମୁଖ ସମାଚାର ଆପଣଙ୍କର ସକାରାତ୍ମକ ଖବରଗୁଡିକର ଡେଲୀ ଡୋଜ । ସରକାରଙ୍କ ମଧ୍ୟରେ ହେଉଥିବା ବିକାଶ କାର୍ଯ୍ୟ ଏବଂ ପ୍ରଧାନମନ୍ତ୍ରୀଙ୍କ ସହିତ ଜଡିତ ସମସ୍ତ ନବୀନତମ ଖବରଗୁଡିକ ଉପରେ ଏକ ନଜର ଦିଅନ୍ତୁ ଏବଂ ତାହାକୁ ସେୟାର କରନ୍ତୁ ଏବଂ ଜାଣନ୍ତୁ ଆପଣଙ୍କ ଉପରେ ତାହାର କ'ଣ ପ୍ରଭାବ ପଡୁଛି !