ସେୟାର
 
Comments
ଡାକ୍ତର, ନର୍ସ ଏବଂ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ଭୂମିକାକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ

ଦେଶରେ ଟିକାକରଣ ଅଭିଯାନକୁ ଗୋଟିଏ ବର୍ଷ ପୁରିଛି । ଏହି ଅବସରରେ ଏଥି ସହ ସଂଶ୍ଳିଷ୍ଟ ପ୍ରତ୍ୟେକ ବ୍ୟକ୍ତିଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିବାଦନ ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ଡାକ୍ତର, ନର୍ସ ଓ ସ୍ୱାସ୍ଥ୍ୟ ସେବା କର୍ମଚାରୀ ଯେଉଁମାନେ ଅଭିଯାନରେ ସାମିଲ ଥିଲେ ସେମାନଙ୍କୁ ପ୍ରଶଂସା କରିଛନ୍ତି । ଭାରତର ଟିକାକରଣ କାର୍ଯ୍ୟକ୍ରମ କୋଭିଡ-୧୯ ବିରୁଦ୍ଧରେ ସଂଗ୍ରାମ ଲାଗି ଯଥେଷ୍ଟ ଶକ୍ତି ପ୍ରଦାନ କରିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ମାଇଗଭ ଇଣ୍ଡିଆରେ ଏକ ଟ୍ୱିଟର ଜବାବରେ ପ୍ରଧାନମନ୍ତ୍ରୀ ଧାରାବାହିକ ଭାବେ ଟ୍ୱିଟ କରି କହିଛନ୍ତି ।

“ଆଜି ଆମେ ଟିକାକରଣ ଅଭିଯାନର ଏକ ବର୍ଷ ପୂରଣ କରିଛେ । ଆମର ଟିକାକରଣ କାର୍ଯ୍ୟକ୍ରମ କୋଭିଡ-୧୯ ବିରୁଦ୍ଧରେ ସଂଗ୍ରାମ ନିମନ୍ତେ ଯଥେଷ୍ଟ ଶକ୍ତି ପ୍ରଦାନ କରିଛି । ଏହା ଜୀବନ ବଞ୍ଚାଇବା ସହ ଜୀବନ ଜୀବିକା ମଧ୍ୟ ସୁରକ୍ଷିତ ରହିଛି ।

ଏଥିସହ ଆମ ଡାକ୍ତର, ନର୍ସ ଓ ସ୍ୱାସ୍ଥ୍ୟଯତ୍ନରେ ସଂଶ୍ଳିଷ୍ଟ କର୍ମଚାରୀଙ୍କ ଭୂମିକା ମଧ୍ୟ ଅସାଧାରଣ  । ଆମେ ଯେତେବେଳେ ଦୂରଦୂରାନ୍ତ ଅଞ୍ଚଳରେ ଜନସାଧାରଣଙ୍କ ଟିକା ନେବା ଉପରେ ନଜର  ପକାଉ, ଆମ ସ୍ୱାସ୍ଥ୍ୟକର୍ମୀମାନେ ପେରି ସେଠାକୁ ଟିକା ସାମଗ୍ରୀ ନେଇ ଯଆନ୍ତି ଆମର ହୃଦୟ ଓ ମନ ଗର୍ବରେ ଫୁଲି ଉଠେ ।

ବୈଶ୍ୱିକ ମହାମାରୀ ବିରୁଦ୍ଧରେ ଭାରତର ଆଭିମୁଖ୍ୟ ସବୁବେଳେ ବିଜ୍ଞାନ ସମ୍ମତ । ଆମର ନାଗରିକମାନେ ଯେପରି ଉପଯୁକ୍ତ ସେବା ପାଇବେ ସେଥିପାଇଁ ଆମେ ଆମର ସ୍ୱାସ୍ଥ୍ୟ ଭିତ୍ତିଭୂମୀକୁ ଉନ୍ନତ କରିଛୁ ।

ଆସନ୍ତୁ ସମସ୍ତ କୋଭିଡ-୧୯ ସମ୍ପର୍କିତ ମାର୍ଗ ଦର୍ଶିକା ପାଳନ କରି ଆମେ ବୈଶ୍ୱିକ ମହାମାରୀ କବଳରୁ ରକ୍ଷା ପାଇବା ।”

 

 

Explore More
୭୬ତମ ସ୍ୱାଧୀନତା ଦିବସ ଉପଲକ୍ଷେ ଲାଲକିଲ୍ଲାର ପ୍ରାଚୀରରୁ ରାଷ୍ଟ୍ର ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

୭୬ତମ ସ୍ୱାଧୀନତା ଦିବସ ଉପଲକ୍ଷେ ଲାଲକିଲ୍ଲାର ପ୍ରାଚୀରରୁ ରାଷ୍ଟ୍ର ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
PM Modi shares 'breathtaking' images of Gujarat taken by EOS-06 satellite

Media Coverage

PM Modi shares 'breathtaking' images of Gujarat taken by EOS-06 satellite
...

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଡିସେମ୍ବର 3, 2022
December 03, 2022
ସେୟାର
 
Comments

India’s G20 Presidency: A Moment of Pride For All Indians

India Witnessing Transformative Change With The Modi Govt’s Thrust Towards Good Governance