ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ହିମାଚଳ ପ୍ରଦେଶର ଲୋକଙ୍କୁ ସେମାନଙ୍କ ରାଜ୍ୟ ପ୍ରତିଷ୍ଠା ଦିବସରେ ଶୁଭେଚ୍ଛା ଜଣାଇଛନ୍ତି ।
ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;
“ପୂର୍ଣ୍ଣ ରାଜ୍ୟ ଦିବସରେ ହିମାଚଳପ୍ରଦେଶ ବାସୀଙ୍କୁ ଅନେକ ଅନେକ ଶୁଭେଚ୍ଛା । ମୁଁ ଚାହେଁ ଯେ ପ୍ରକୃତି କୋଳରେ ଗଢି ଉଠିଥିବା ଏହି ରାଜ୍ୟ ନିରନ୍ତର ଭାବେ ଉନ୍ନତି ପଥରେ ଆଗକୁ ବଢୁ ଏବଂ ଦେଶର ବିକାଶ କ୍ଷେତ୍ରରେ ନିଜର ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁ ।”
हिमाचल प्रदेश के सभी लोगों को पूर्ण राज्यत्व दिवस पर ढेरों शुभकामनाएं। मेरी कामना है कि प्रकृति की गोद में बसा यह राज्य निरंतर प्रगति के पथ पर आगे बढ़ता रहे और देश के विकास में भी अपनी महत्वपूर्ण भागीदारी निभाता रहे।
— Narendra Modi (@narendramodi) January 25, 2022