ଭାରତୀୟ ମହାକାଶ ଗବେଷଣା ସଂସ୍ଥା(ଇସ୍ରୋ) ଦ୍ୱାରା ଏକ୍ସପୋସାଟ୍ କୃତ୍ରିମ ଉପଗ୍ରହର ସଫଳ ଉତ୍‌କ୍ଷେପଣକୁ ନେଇ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଖୁସି ବ୍ୟକ୍ତ କରିଛନ୍ତି ।

 

ଭାରତକୁ ଶିଖରକୁ ନେବା ପାଇଁ ମହାକାଶ ଜଗତ ସହ ଇସ୍ରୋ ବୈଜ୍ଞାନିକଙ୍କୁ ଶୁଭକାମନା ଜଣାଇଛନ୍ତି ।

 

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:

 

‘୨୦୨୪ର ଏକ ଉଲ୍ଲେଖନୀୟ ଆରମ୍ଭ ପାଇଁ ଇସ୍ରୋ ବୈଜ୍ଞାନିକଙ୍କୁୁ ଧନ୍ୟବାଦ । ଏହି ଉତକ୍ଷେପଣ ମହାକାଶ କ୍ଷେତ୍ର ପାଇଁ ଏକ ଅଦ୍ଭୁତ ଖବର ଏବଂ ଏହି କ୍ଷେତ୍ରରେ ଏହା ଭାରତର ଶକ୍ତି ବଢ଼ାଇବ । ଭାରତକୁ ଅଦ୍ଭୁତପୂର୍ବ ଶିଖରକୁ ନେଇଯିବାଲାଗି ଇସ୍ରୋର ବୈଜ୍ଞାନିକ ଏବଂ ସମ୍ପୂର୍ଣ୍ଣ ମହାକାଶ କ୍ଷେତ୍ରର ସହଭାଗୀଙ୍କୁ ଶୁଭେଚ୍ଛା ।’

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
‘Modi Govt’s 12 years are transformational for industry’

Media Coverage

‘Modi Govt’s 12 years are transformational for industry’
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁନ 12, 2026
June 12, 2026

Breaking Barriers, Building Bharat: PM Modi’s Historic Push for Gender Equality and Inclusive Growth